Cricket

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସ୍ପେନ୍ ପୁରୁଷ ହକି ଦଳ

ଭୁବନେଶ୍ୱର : ରାଜଧାନୀରେ ଆୟୋଜିତ ହେଉଛି ହକି ବିଶ୍ୱକପ୍ । ୨ଥର ରାଜଧାନିରେ ଅୟୋଜିତ ହୋଇଛି ଏହି ବିଶ୍ୱକପ । ସେଥିଲାଗି ଚଳଚଞ୍ଚଳ ହୋଇଉଠିଛି ସ୍ମାଟସିର୍ଟି ଭୁବନେଶ୍ୱର । ଫିଲ୍ଡ ପ୍ରାଟିସ ପାଇଁ ରାଜଧାନୀରେ ପହଞ୍ଚି ସାରିଛନ୍ତି ଦଳ । ଆଜି ସ୍ପେନ୍ ପୁରୁଷ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏଫଆଇଏଚ ଓଡିଶା ବକି ପୁରୁଷ ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲାରେ ଭାଗ ନେବାକୁ ବହୁତ ଉତ୍ସାହିତ ଅଛନ୍ତି ସ୍ପେନ୍ ପୁରୁଷ ହକି ଦଳ । ସ୍ପେନ୍ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି ଏବଂ ୧୩ ଜାନୁଆରୀରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜକଙ୍କ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପାଇଁ ଅପରାହ୍ନରେ ରାଉରକେଲା ଯାତ୍ରା କରିବ ।

Related posts

ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ମ୍ୟାଚରୁ ବାଦ ପଡିଛନ୍ତି

Odisha Sports Bureau

ଆଇପିଏଲରୁ ବାଦ ପଡିଲେ କେ ଏଲ ରାହୁଲ

ବେପରୁଆ ଗାଡ଼ି ଚାଳନା ପାଇଁ ରୋହିତଙ୍କୁ ନିନ୍ଦା, କଟିଲା ୩ଟି ଚାଲାଣ

Odisha Sports Bureau