Cricket

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ

ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି ଭାରତୀୟ ଟିମର ଖେଳାଳି। ସାଉଥ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ନିଜକୁ ଚିନ୍ତା ଏବଂ ଷ୍ଟ୍ରେସରୁ ମୁକ୍ତି ରହିବା ପାଇଁ ଜଙ୍ଗଲ ସଫାରୀର ମଜା ଉଠାଉଛନ୍ତି । ଶୁବମନ ଗିଲ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି । ଏହି ଫଟୋରେ ଶୁବମନ ଗିଲ୍‌ ସିଂହ ସହିତ ସେଲଫି ନେଇଛନ୍ତି । ଏହି ଫଟୋ ଦେଖି ଫ୍ୟାନ୍ସ ପ୍ରତିକ୍ରିୟା ଦେଉଛନ୍ତି । ଫଟୋଟି ଭାଇରଲ ହେବାରେ ଲାଗିଛି । କେବଳ ଶୁବମନ ଗିଲଙ୍କ ସହିତ ସରଫରାଜ ଖାନ ମଧ୍ୟ ଜଙ୍ଗଲ ସଫାରୀର ମଜା ନେଉଛନ୍ତି । ସରଫରାଜ ସୋସିଆଲ ମିଡିଆରେ ଏହାର ଫଟୋ ସେୟାର କରିଛନ୍ତି । ସୂଚନାଯୋଗ୍ୟ, ସରଫରାଜ ଭାରତ-ଏ ଟିମ୍‌ ପାଇଁ ଖେଳୁଛନ୍ତି ।

Related posts

ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ପୂର୍ବରୁ ଜିମରେ ଝାଳ ବୁହାଉଛନ୍ତି କୋହଲି

ମଉଳିଲା ନେଦରଲାଣ୍ଡର ସେମିଫାଇନାଲ୍ ଆଶା

Odisha Sports Bureau

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ

Odisha Sports Bureau