Cricket

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ

ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ଏନେଇ  ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ । ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ୍‌ ମିଳିବ ଡିସେମ୍ବର ୫ରୁ ଅଫଲାଇନ ଟିକେଟ୍‌ ବିକ୍ରି ହେବ । ସେହିଭଳି ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଆଫଲାଇନ୍ ଜରିଆରେ ଷ୍ଟାଡିୟମ ପରିସରରେ ଟିକେଟ୍‌ ବିକ୍ରି କରାଯିବ । ତେବେ କେତେ ସଂଖ୍ୟାରେ ଟିକେଟ୍‌ ବିକ୍ରି ହେବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

India vs South Africa Indore T20 Tickets Booking Details: When, where and how to book 3rd T20I tickets? - Sportstime247: Latest News, Fantasy Tips, Results & Records

Related posts

ବିରଳ ସଫଳତା ଅର୍ଜନ କରିଛି ଅଷ୍ଟ୍ରେଲିଆ ମହିଳା ଦଳ

Odisha Sports Bureau

ଦ୍ୱିତୀୟ ଟି୨୦, ଟସ ଜିତି ପ୍ରଥମେ ବ୍ୟାଟିଂ ନ୍ୟୁଜିଲାଣ୍ଡ

Odisha Sports Bureau

୨୦୨୬ ଟି-୨୦ ବିଶ୍ୱକପ୍ ରେ ଅଭିଜ୍ଞ ଖେଳାଳିଙ୍କୁ ବାଦ୍ ଦେଇଛି ପିସିବି

Odisha Sports Bureau