Cricketବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି : ଆଇସିସିOdisha Sports BureauMay 12, 2023 by Odisha Sports BureauMay 12, 20230138 ମୁମ୍ବାଇ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ନୂଆ ବିତ୍ତିୟ ମଡେଲ ଅନୁଯାୟୀ ବିସିସିଆଇ ଆଗାମୀ ସମୟରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ହେବାକୁ ଯାଉଛି । ନୂଆ ମଡେଲ୍ ଅନୁସାରେ ଆଇସିସିର...