ବାଲାଦେବୀଙ୍କ ଚାରିଗୋଟି ଗୋଲ୍ ସାହାଯ୍ୟରେ ଭାରତ ବାଙ୍ଗଲାଦେଶକୁ ୭-୧ଗୋଲ୍ ରେ ପରାସ୍ତ କଲା
ବାଲାଦେବୀଙ୍କ ଚାରୋଟି ଗୋଲ୍ ର ସାହାଯ୍ୟରେ ଭାରତୀୟ ମହିଳା ଫୁଟବଲ୍ ଟିମ୍ ୨୦୨୦ ଏଏଫସି ଅଲମ୍ପିକ୍ କ୍ୱାଲିଫାୟାରସ୍ ର ଦ୍ୱିତୀୟ ମ୍ୟାଚରେ ବାଙ୍ଗଲାଦେଶକୁ ୭-୧ ଗୋଲ୍ ରେ ପରାସ୍ତ କରିଅଛି । ବାଲାଦେବୀଙ୍କ ଅତୀରିକ୍ତ...