ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ
ନୂଆଦିଲ୍ଲୀ : ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୩ ଚାମ୍ପିଅନସିପର ଡବଲ୍ସରେ ସ୍ୱର୍ଣ୍ଣ ଓ ସିଙ୍ଗଲସରେ ରୌପ୍ୟ ପଦକ ଜିିତିଛନ୍ତି ପ୍ରମୋଦ ଭଗତ। ସାଓପାଲୋରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଡବଲସ୍ରେ ସୁକାନ୍ତ କଦମ ସହ...