Footballଫିଫା ବିଶ୍ୱକପ୍ ୨୦୨୬: କ୍ୱାର୍ଟର ଫାଇନାଲରେ ଫ୍ରାନ୍ସOdisha Sports BureauJuly 5, 2026 by Odisha Sports BureauJuly 5, 202605 ଫିଲାଡେଲଫିଆରେ ବିଶ୍ୱକପ୍ ରାଉଣ୍ଡ 16 ରେ କାଇଲିଆନ୍ ଏମବାପେ ପେନାଲ୍ଟି ସ୍ପଟ୍ ରୁ ଏକମାତ୍ର ଗୋଲ ସ୍କୋର କରିବା ଫଳରେ ଫ୍ରାନ୍ସ ପାରାଗୁଏକୁ 1-0 ଗୋଲରେ ପରାସ୍ତ କରିଥିଲା । ପାରାଗୁଏର ଶାରୀରିକ ରଣନୀତି...
Footballଫୁଟ୍ବଲ୍ ପଡ଼ିଆରେ ଇରାନOdisha Sports BureauJune 23, 2026 by Odisha Sports BureauJune 23, 2026031 ବେଲଜିୟମକୁ ଇରାନ ସହିତ ଏକ ନିରାଶାଜନକ ମୁକାବିଲାରେ ଗୋଲଶୂନ୍ୟ ଡ୍ର ରଖିବାକୁ ପଡିଲା, ଯେଉଁଥିରେ ରେଡ ଡେଭିଲମାନେ ୧୦ ଜଣ ଖେଳାଳିଙ୍କୁ ହରାଇ କ୍ରମାଗତ ଦ୍ୱିତୀୟ ବିଶ୍ୱକପ୍ ପାଇଁ ଗ୍ରୁପ୍-ଷ୍ଟେଜରୁ ବାଦ ଦେବାର ସମ୍ଭାବନା...
Footballବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫାOdisha Sports BureauDecember 16, 2022 by Odisha Sports BureauDecember 16, 20220179 ଦୋହା : ପର୍ତ୍ତୁଗାଲର ମୁଖ୍ୟ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା ଦେଇଛନ୍ତି । କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ ସେ ଏହିଭଳି ପଦକ୍ଷେପ ନେଇଛନ୍ତି ।...
Footballଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରାOdisha Sports BureauNovember 29, 2022November 29, 2022 by Odisha Sports BureauNovember 29, 2022November 29, 20220174 ବ୍ୟୁରୋ: କତରରେ ପହଞ୍ଚିଲେ ନୋରା ଫତେଇ । କତରରେ ଚାଲିଥିବା ଫିପା ବିଶ୍ୱକପ୍ ୨୦୨୨ରେ ନୃତ୍ୟଶିଳ୍ପୀ ନୋରା ଏକ ଷ୍ଟେଜ ପରଫୋମାନ୍ସ ଦେବା ପାଇଁ ସମ୍ପୁନ୍ନ ପ୍ରସୁତି ସହ କାତାର ରେ ପହଞ୍ଚିଛନ୍ତି ।...
Footballଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାରOdisha Sports BureauNovember 23, 2022 by Odisha Sports BureauNovember 23, 20220162 ବ୍ୟୁରୋ: ଦୁନିଆର ସବୁଠୁ ଲୋକ ପ୍ରିୟ କ୍ରୀଡା ହେଉଛି ଫୁଟବଲ । ଏଥିରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଦର୍ଶକବନ୍ଧୁ ଫୁଟବଲ ଏମିତି ଏକ ଖେଳ ଯେଉଁଥିରେ ପୃଥିବୀର ଅଧିକାଂଶ ଦେଶ...