Athletics Cricketଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।Odisha Sports BureauJanuary 19, 2026 by Odisha Sports BureauJanuary 19, 2026083 ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଉଉ ର ବଡ ନିଷ୍ପତ୍ତି । ସିଧା ସିଧା ଶୁଣାଇଦେଲେ ଜୟ ଶାହ କହିଲେ ଭାରତରେ ବିଶ୍ୱକପ୍ ଖେଳ, ନଚେତ୍ ବାହାର ରାସ୍ତା...
Cricketବିଶ୍ଵକପ୍ ୨୦୨୬ ପାଇଁ ଭାରତ ଆସିବେ ୪୨ ପାକିସ୍ତାନୀ ଖେଳାଳିOdisha Sports BureauJanuary 19, 2026 by Odisha Sports BureauJanuary 19, 2026069 ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ICC ପୁରୁଷ T20 ବିଶ୍ୱକପ୍ ୨୦୨୬ ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି...
Cricketଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।Odisha Sports BureauJanuary 15, 2026 by Odisha Sports BureauJanuary 15, 2026085 ନିକଟରେ ଆଇପିଏଲରୁ ବାଂଲାଦେଶୀ କ୍ରିକେଟ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ବାଦ ଦିଆଯିବା ପରେ ଭାରତ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ତାହା ପରେ ଆଇସିସି ଓ...
Athletics Cricketବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।Odisha Sports BureauJanuary 12, 2026 by Odisha Sports BureauJanuary 12, 20260128 ଆଗାମୀ ଟି-୨୦ ବିଶ୍ୱକପ୍ରେ ବାଂଲାଦେଶ ସ୍ଥାନ ଚିହ୍ନଟକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମଧ୍ୟରେ ପ୍ରତିବନ୍ଧକ ଲଢ଼େଇରେ ଫସି ରହିଥିବା ପରି...
Cricketବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଅନୁରୋଧକୁ ICCର ଖାରଜOdisha Sports BureauJanuary 7, 2026 by Odisha Sports BureauJanuary 7, 2026077 ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଅନୁରୋଧକୁ ICCର ଖାରଜ। ଟି–ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବାକୁ ବାଂଲାଦେଶକୁ ଭାରତ ଆସିବାକୁ ପଡ଼ିବ । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ବୋର୍ଡ (BCB)ର ଆଗାମୀ T20...
Cricketଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭିOdisha Sports BureauDecember 23, 2025 by Odisha Sports BureauDecember 23, 20250140 ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୨୦୨୫ ମସିହାରେ ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲ୍ ପରେ ଭାରତୀୟ ୧୯ ବର୍ଷରୁ କମ୍ ଖେଳାଳିଙ୍କ ବିରୋଧରେ ଆଇସିସି ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ...
Cricketରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହOdisha Sports BureauNovember 26, 2025 by Odisha Sports BureauNovember 26, 2025077 ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦୁଇଥର ଟି୨୦ ବିଶ୍ବକପ ବିଜେତା ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ରୋହିତ ଶର୍ମାଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ...
Cricketଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସିOdisha Sports BureauNovember 5, 2025 by Odisha Sports BureauNovember 5, 2025062 ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକ ସମୟରେ ଏସିଆ କପ୍ ବିବାଦ ଉଠିଥିଲା। ଏହାପରେ ଆଇସିସି ପାକିସ୍ତାନୀ କ୍ରିକେଟରଙ୍କୁ ନୋଟିସ ଜାରି କରିଛି। ଏସିଆ କପ୍ ୨୦୨୫ରେ ଭାରତ ଏବଂ...
Cricket୩୭ତମ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲିOdisha Sports BureauNovember 5, 2025 by Odisha Sports BureauNovember 5, 2025094 କ୍ରିକେଟର କଥା ଆସିଲେ ଯେଉଁ କେତେଜଣ ଆଗଧାଡିର ଖେଳାଳୀଙ୍କ ନାଁ ଆସେ ଯେଉଁମାନେ କ୍ରିକେଟକୁ ଏକ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ଆଜି ସେ ନିଜର...
Cricketସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସିOdisha Sports BureauJune 17, 2025 by Odisha Sports BureauJune 17, 2025075 ନୂଆଦିଲ୍ଲୀ-: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆନୁଷ୍ଠାନିକ ଭାବରେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି, ଯାହା ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ସେପ୍ଟେମ୍ବର...