Cricketମାର୍ଚ୍ଚ ୨୮ରୁ IPL ୨୦୨୬; ଟିମ୍ ଇଣ୍ଡିଆ ପାଇଁ ବ୍ୟସ୍ତ କାର୍ଯ୍ୟସୂଚୀOdisha Sports BureauMarch 21, 2026 by Odisha Sports BureauMarch 21, 2026074 ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ତମ ସିଜିନ୍ ଆରମ୍ଭ ପାଇଁ ଅପେକ୍ଷା ପ୍ରାୟ ଶେଷ ହୋଇଆସିଛି। ଆସନ୍ତା ମାର୍ଚ୍ଚ ୨୮ରୁ Indian Premier League ୨୦୨୬ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ...