Cricket୨ ଓ୍ବିକେଟ୍ ରେ ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆOdisha Sports BureauOctober 23, 2025 by Odisha Sports BureauOctober 23, 2025081 ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ ପରାଜିତ ହୋଇଛି ଟିମ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆ ଦଳ ୨ ଓ୍ବିକେଟ୍ ରେ ବିଜୟୀ ହୋଇଛି । ଦ୍ୱିତୀୟ ଦିନିକିଆ ବିଜୟ ସହିତ କଙ୍ଗାରୁ ଦଳ ତିନୋଟି...
Cricketୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ୭ ୱିକେଟ୍ରେ ବିଜୟୀ ହେଲା ଭାରତOdisha Sports BureauOctober 14, 2025 by Odisha Sports BureauOctober 14, 2025094 ନୂଆଦିଲ୍ଲୀ:- ନୂଆଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଜିତିଲା ଭାରତ । ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦...
Cricketଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁOdisha Sports BureauSeptember 10, 2025 by Odisha Sports BureauSeptember 10, 2025085 ନୂଆଦିଲ୍ଲୀ:- ଏସିଆ କପ୍ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଗତଥରର ଚମ୍ପିଆନ୍ ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ରେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ।...
Cricketଶ୍ରେୟସ ଆୟାର ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ହେବାକୁ ଥିବା ଦୁଇଟି ଦିନିଆ ମ୍ୟାଚ୍ରେ ଭାରତ ଏ’ ଦଳର ନେତୃତ୍ୱ ନେବେOdisha Sports BureauSeptember 7, 2025 by Odisha Sports BureauSeptember 7, 2025094 ନୂଆଦିଲ୍ଲୀ:- ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଷ୍ଟାର ଖେଳାଳି ଶ୍ରେୟସ ଆୟରଙ୍କୁ ବିସିସିଆଇ ଦେଇଛି ବଡ଼ ଦାୟିତ୍ବ । ବିସିସିଆଇର ବରିଷ୍ଠ ଚୟନକର୍ତ୍ତା କମିଟି ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ...
Cricketଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତOdisha Sports BureauAugust 31, 2025 by Odisha Sports BureauAugust 31, 20250107 ବିହାର:- ହକି ଏସିଆ କପ୍ ୨୦୨୫ର ପୁଲ୍ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି।...
Cricket UncategorizedOdisha Sports BureauAugust 24, 2025August 24, 2025 by Odisha Sports BureauAugust 24, 2025August 24, 20250102 ନୂଆଦିଲ୍ଲୀ:- ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ ।...
Cricketଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ ର ଟ୍ରଫିOdisha Sports BureauAugust 12, 2025 by Odisha Sports BureauAugust 12, 20250111 ନୂଆଦିଲ୍ଲୀ:- ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ ର ଟ୍ରଫି ଏକ ସ୍ବତନ୍ତ୍ର ଉତ୍ସବରେ ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର...
Cricketବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କରOdisha Sports BureauAugust 5, 2025 by Odisha Sports BureauAugust 5, 2025090 ନୂଆଦିଲ୍ଲୀ; ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର । କାରଣ କେନିଙ୍ଗଟନ୍ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହୋଇଛି । ଯାହାଫଳରେ ଅତ୍ୟନ୍ତ ଖୁସି ହୋଇଛନ୍ତି ବ୍ୟାଟସମ୍ୟାନ୍ ତଥା ଅଧିନାୟକ ସୁନୀଲ ଗାଭାସ୍କାର...
Cricketଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟOdisha Sports BureauAugust 4, 2025 by Odisha Sports BureauAugust 4, 20250101 ଇଂଲଣ୍ଡ:- ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଇତିହାସରେ ଏକ ବିରଳ ମ୍ୟାଚ୍ ଭାବେ ଲିପିବଦ୍ଧ ହେବ । କାରଣ ଶେଷ ଟେଷ୍ଟ କୌଣସି ରୋମାଞ୍ଚ ଠାରୁ କମ୍...
Cricketକେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛିOdisha Sports BureauAugust 1, 2025 by Odisha Sports BureauAugust 1, 20250131 ଲଣ୍ଡନ:- କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଖେଳାଳି ଧରାଶାୟୀ ହୋଇଛନ୍ତି...