ଶାର୍ଦୁଲ ଏବଂ ଅକ୍ଷରଙ୍କ ଦମଦାର ବ୍ୟାଟିଂ, ଆଇପିଏଲର ସବୁଠୁ ବଡ଼ ସ୍କୋର କଲା ଦିଲ୍ଲୀ
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏହି ଦୁଇ ଦଳ ଆଜି ମୁହାଁମୁହିଁ ହୋଇଛନ୍ତି। ପୃଥ୍ଵୀ ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ...
