Cricketବିଜୟ ପଥରେ ଆଗେଇ ଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସOdisha Sports BureauApril 8, 2022April 8, 2022 by Odisha Sports BureauApril 8, 2022April 8, 20220376 ମୁମ୍ବାଇ : ବିଜୟ ପଥରେ ଆଗେଇ ଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ବିଜୟ କରିଛି ଲକ୍ଷ୍ନୌ ।...
Cricketଆଇପିଏଲ୍ରେ ବିଜୟ ଖାତା ଖୋଲିଲା ଲକ୍ଷ୍ନୌOdisha Sports BureauApril 1, 2022April 1, 2022 by Odisha Sports BureauApril 1, 2022April 1, 20220196 ନୂଆଦିଲ୍ଲୀ: ନବାଗତ ଦଳ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଆଇପିଏଲ୍ରେ ବିଜୟ ଖାତା ଖୋଲିଛି। ଏହି ଚର୍ଚ୍ଚିତ ଲିଗ୍ର ଅନ୍ୟତମ ସଫଳ ଦଳ ତଥା ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ୱିକେଟ୍ରେ ହରାଇଛି ଲକ୍ଷ୍ନୌ। ଏହିମୁକାବିଲାରେ...
Cricketଆଜି ଆଇପିଏଲରେ ଦେଖିବାକୁ ମିଳିବ ଚେନ୍ନାଇ ଓ ଲକ୍ଷ୍ନୌ କଡ଼ା ମୁକାବିଲାOdisha Sports BureauMarch 31, 2022April 3, 2022 by Odisha Sports BureauMarch 31, 2022April 3, 20220196 ନୂଆଦିଲ୍ଲୀ: ଆଜି ଆଇପିଏଲର ସପ୍ତମ ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ । ମୁମ୍ବାଇରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍ ।...
Cricketଆଇପିଏଲ ୨୦୨୨: ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁOdisha Sports BureauMarch 26, 2022 by Odisha Sports BureauMarch 26, 20220342 ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି କ୍ରିକେଟ ମହାସମର ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ। ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବାକୁ ଯାଉଥିବା ବେଳେ ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର...
CricketIPL ପାଇଁ ଖେଳାଳି ନିଲାମ ଆରମ୍ଭ, ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଣିଲେ କିଏOdisha Sports BureauFebruary 12, 2022 by Odisha Sports BureauFebruary 12, 20220327 ନୂଆଦିଲ୍ଲୀ: ଆଜି ଟାଟା ଆଇପିଏଲ ମହାନିଲାମୀ ଆରମ୍ଭ ହୋଇଛି । ଏହି ମହାନିଲାମୀ ରେ ମୋଟ ୬୦୦ ଜଣ ଖେଳାଳୀ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଆଇପିଏଲ ମହାନିଲାମୀ ଚାଲିବା ନେଇ...