Cricketକଲମ୍ବୋରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍Odisha Sports BureauSeptember 8, 2023 by Odisha Sports BureauSeptember 8, 20230108 ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ସବୁବେଳେ ଖୁବ୍ ଉତ୍ସାହ ରହିଥିବାବେଳେ ପୁଣି ରବିବାର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଭାରତ ଓ ପାକିସ୍ତାନ ଟକ୍କର ଦେଖିବାକୁ...
Golfଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀOdisha Sports BureauSeptember 8, 2023 by Odisha Sports BureauSeptember 8, 20230101 ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସହ ଧୋନୀଙ୍କ ଗଲ୍ଫ ଖେଳ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ର ଖେଳ ଦୁନିଆରେ ସମସ୍ତଙ୍କର ପ୍ରିୟ ରହିଥିବାବେଳେ ଏବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି...
Footballମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଭଂଜସେନାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତOdisha Sports BureauSeptember 4, 2023September 4, 2023 by Odisha Sports BureauSeptember 4, 2023September 4, 2023096 ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ପ୍ରତ୍ୟେକ କୋଣେ ଅନୁକୋଣେ ଗ୍ରାମାଞ୍ଚଳରେ ସହରାଞ୍ଚଳ ପର୍ୟ୍ୟନ୍ତ ଫୁଟବଲ ଜୀବନ ଭରି ରହିଛି । ଆବାଳ ବୃଦ୍ଧ ବନିତା ସମସ୍ତଙ୍କ...
Footballସୁଜିତ ମେମୋରିଆଲ ଫୁଟବଲ୍ ଟୁର୍ନାମେଣ୍ଟରେ ସୁଜିତ ଏଫସି କ୍ଲବ ଚମ୍ପିୟାନ, ୧/୦ ଗୋଲରେ ବିଜୟୀOdisha Sports BureauSeptember 4, 2023 by Odisha Sports BureauSeptember 4, 2023094 କନ୍ଧମାଳ; ଉଦଯାପିତ ହେଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଆନ୍ତଃ ଜିଲ୍ଲା ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି...
chessଚେସ୍ ଖେଳରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନ ନନ୍ଦOdisha Sports BureauSeptember 2, 2023 by Odisha Sports BureauSeptember 2, 2023077 ଭାରତ : ଚେସ୍ ଖେଳରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱ ସ୍ତରରେ ଭାରତ ପାଇଁ ଗୌରବ ଆଣିଲେ ପ୍ରଜ୍ଞାନ ନନ୍ଦ । ଏନେଇ ତାଙ୍କୁ ଭବ୍ୟ ସମ୍ମାନ ଦିଆଯାଇଛି । ଚେସ୍ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନ...
Footballନବମ ବାର୍ଷିକ କୁଇକ୍ଲାମ୍ବୁ ଫୁଟବଲ ପ୍ରତିଯୋଗିତା ଫିରିଙ୍ଗିଆରେ ଉଦଘାଟନୀ ଉତ୍ସବOdisha Sports BureauAugust 30, 2023 by Odisha Sports BureauAugust 30, 2023098 କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଉନ୍ନିତ ଉଚ୍ଚବିଦ୍ୟାଳୟ ଖେଳପଡିଆ ଠାରେ ନବମ ବର୍ଷ କୁଇ କ୍ଲାମ୍ବୁ ଫୁଟବଲ ପତିଯୋଗିତା ଉଦଘାଟିତ ହୋଇଯାଇଛି । ବନବାସୀ କଲ୍ୟାଣ ଆଶ୍ରମ...
Badmintonଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶOdisha Sports BureauAugust 29, 2023 by Odisha Sports BureauAugust 29, 20230104 ଗଞ୍ଜାମ /ରଜନୀକାନ୍ତ ପାତ୍ର : ଲଗାତାର ତିନିଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ । ତିନିଦିନ ଧରି ବ୍ରହ୍ମପୁର ସ୍ପୋର୍ଟସ ଏରିନାରେ ଚାଲିଥିବା ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୩ ରେ ଅସିକା...