Badmintonଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍Odisha Sports BureauAugust 4, 2024 by Odisha Sports BureauAugust 4, 2024045 ଭାରତର ଉଦୀୟମାନ ଖେଳାଳି ଲକ୍ଷ ସେନ୍ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସର ପୁରୁଷ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ ଇଭେଣ୍ଟର ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଚାମ୍ପିଅନ୍ ଭିକ୍ଟର ଆକ୍ସେଲସେନ୍ ଲକ୍ଷ ସେନଙ୍କୁ ୨୨-୨୦,...