Tag : madhusmita tripathy

Cricket

ପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜର

Odisha Sports Bureau
ନୂଆଦିଲ୍ଲୀ: ପାକିସ୍ତାନ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଚଳିତ ବର୍ଷ ଶେଷରେ ଆଇସିସି ଙଊଓ ବିଶ୍ୱକପ ୨୦୨୩ ରେ ଭାରତ ବିପକ୍ଷ ମ୍ୟାଚ ଉପରେ ସଂମ୍ପୁର୍ଣ୍ଣ ଧ୍ୟାନ ଦେବା ବିଚାରକୁ ଖାରଜ କରିଦେଇଛନ୍ତି। ଭାରତ...
Cricket

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau
ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ନେଇ ବିଶ୍ୱ କ୍ରିକେଟ୍ ପାଗଳ। ମୈଦାନର ଚାରୋଟି କୋଣରେ ସଟ୍ ମାରିବାର ସୂର୍ଯ୍ୟଙ୍କର କ୍ଷମତା ଅଛି ଜ୍ଝ ଏହି କାରଣରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ...
Cricket

ୱାନଡେ ବିଶ୍ୱକପରୁ ବାହାରିବା ପରେ ୱେଷ୍ଟଇଣ୍ଡିଜ ବୋର୍ଡକୁ ଟାର୍ଗେଟ କଲେ ସେହୱାଗ

ନୂଆଦିଲ୍ଲୀ: ୱାନଡେ ବିଶ୍ୱକପ ଯୋଗ୍ୟତା ପର୍ୟ୍ୟାୟରେ ୱେଷ୍ଟଇଣ୍ଡିଜ ଦଳର ବହୁତ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ୱାନଡେ ବିଶ୍ୱକପ୍ରେ ଖେଳିପାରିବ ନାହିଁ । ଜିମ୍ବାୱେରେ...
Cricket

ପାକିସ୍ତାନ ଖେଳାଳିଙ୍କୁ ବିଶ୍ୱକପରେ ଖେଳିବାକୁ ଏଯାବତ ମିଳିନି ଅନୁମତି; ସୁରକ୍ଷା ନେଇ ଅଟକିଛି ନିଷ୍ପତି

ନୂଆଦିଲ୍ଲୀ: ODI ବିଶ୍ୱକପ୍ ୨୦୨୩ ଭାରତର ଆୟୋଜନରେ ଖେଳାଯିବ । ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍...
More Sports

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ଭୁବନେଶ୍ୱର: ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଅଲ-ଓଡିଶା ଇଣ୍ଟର କ୍ଲବ ଭାରୋତ୍ତୋଳନ ଚାମ୍ପିଅନସିପରେ ଚାମ୍ପିଅନ ହୋଇଥିଲା ଯାହା ଶୁକ୍ରବାର ଦିନ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସର ବିଜୁ ପଟ୍ଟନାୟକ ଏଚପିସି ଭାରୋତ୍ତୋଳନ ହଲରେ ଶେଷ ହୋଇଥିଲା। ସ୍ପୋର୍ଟସ...
Cricket

ମ୍ୟାଚ୍ ଖେଳିବା ବେଳେ ଲିୟୋନଙ୍କ ଡାହାଣ ପାଦରେ ଲାଗିଲା ଆଘାତ; ଅପଡେଟ ଦେଲେ ଷ୍ଟିଭ୍ ସ୍ମିଥ୍

Odisha Sports Bureau
ନୂଆଦିଲ୍ଲୀ: ଲାଡର୍ସରେ ଚାଲିଥିବା ଏଶେଜ ସିରିଜର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡର ଇନିଂସର ୩୭ ତମ ଓଭରରେ ନାଥନ୍ ଲିଅନ୍ ଆହତ ହୋଇଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ନାଥନ୍ ଲିଓନଙ୍କ ଆଘାତ...
More Sports

ଅଲିମ୍ପିକ୍ ଦିବସରେ ଲେଟସ ମୁଭ୍ ଅଭିଯାନରେ ଯୋଗ ଦେଲା ଓଡିଶାର ୬୩,୦୦୦ ବିଦ୍ୟାଳୟ

ଭୁବନେଶ୍ୱର: ଆଜି, ଅଲିମ୍ପିକ୍ ଦିବସରେ ଓଡିଶା ଲେଟସ୍ ମୁଭ୍ ଅଭିଯାନରେ ଯୋଗ ଦେଇଛି, ଏକ ଉଲ୍ଲେଖନୀୟ ଅଲିମ୍ପିକ୍ ପଦକ୍ଷେପ ଯାହା ବ୍ୟାୟାମ ଏବଂ ଗତିବିଧି ଉପରେ ଗୁରୁତ୍ୱ ଦେଇଥାଏ ଜ୍ଝ ଏହି ଅଭିଯାନକୁ ଗ୍ରହଣ...