Cricketଭାରତର ବଡ ହାର୍, ଏକା ଲଢିଲେ କୋହଲି, ଗିଲ୍ ସୁପର୍ ଫ୍ଲପ୍Odisha Sports BureauJanuary 19, 2026 by Odisha Sports BureauJanuary 19, 2026021 ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ୪୧ ରନରେ ପରାସ୍ତ କରିଛି ନ୍ୟୁଜଲ୍ୟାଣ୍ଡ । ଶେଷ ପର୍ଯ୍ୟନ୍ତ ଅନେକ ଚେଷ୍ଟା ପରେ ବି ଜିତିପାରିନଥିଲା...
Cricketକିଏ ଜିତିବ ତୃତୀୟ ଦିନିକିଆ, ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତିOdisha Sports BureauJanuary 18, 2026 by Odisha Sports BureauJanuary 18, 2026030 ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିରିଜର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ସିରିଜରେ ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମୁକାବିଲା ଉଭୟ...
Cricketଦ୍ୱିତୀୟ ଦିନିକିଆରେ ଏହି ନୂଆ ଚେହେରାକୁ ମିଳିବ ମୌକା, ଅର୍ଶଦୀପ ସିଂହ ହେବେ ବିଦାOdisha Sports BureauJanuary 13, 2026 by Odisha Sports BureauJanuary 13, 2026023 ନୂଆଦିଲ୍ଲୀ: ବୁଧବାର ରାଜକୋଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଏକ ସ୍ୱତନ୍ତ୍ର ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ହୋଇସାରିଛି। ଯଦି ଶୁଭମନ...
Cricketନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଛନ୍ତି ୱାଶିଂଟନ ସୁନ୍ଦରOdisha Sports BureauJanuary 12, 2026 by Odisha Sports BureauJanuary 12, 2026017 ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି । ଭଦୋଦରାର ବିସିଏ ଷ୍ଟାଡିୟମରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିବା ସମୟରେ ସୁନ୍ଦର...
Cricketପ୍ରଥମ ODIରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କଲା ଭାରତOdisha Sports BureauJanuary 12, 2026January 12, 2026 by Odisha Sports BureauJanuary 12, 2026January 12, 2026040 ନୂଆଦିଲ୍ଲୀ: ଭଦୋଦରା ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ । ୬ ବଲ୍ ବାକି ଥାଇ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ । ୩୦୧ ଟାର୍ଗେଟକୁ ୪୯ ଓଭରରେ ୬ ୱିକେଟ ହରାଇ ହାସଲ କଲା...
CricketIND vs NZ 1st ODI: ଭାରତ ଆଗରେ ୩୦୧ ରନର ଟାର୍ଗେଟ୍Odisha Sports BureauJanuary 11, 2026January 11, 2026 by Odisha Sports BureauJanuary 11, 2026January 11, 2026027 ନୂଆଦିଲ୍ଲୀ,୧୧।୧: ଭଦୋଦରାର କୋଟାମ୍ବି ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଆଗରେ ୩୦୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା...
Cricketଟିମ୍ ଇଣ୍ଡିଆକୁ ବଡ଼ ଝଟକା, ODI ସିରିଜ୍ରୁ ଆଉଟ୍ ଋଷଭ ପନ୍ତOdisha Sports BureauJanuary 11, 2026 by Odisha Sports BureauJanuary 11, 2026018 ୱିକେଟକିପର-ବ୍ୟାଟର ରିଷଭ ପନ୍ତଙ୍କ ଆଘାତ ଯୋଗୁଁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଖେଳର ପୂର୍ବ ସନ୍ଧ୍ୟାରେ ୨୮ ବର୍ଷୀୟ ଖେଳାଳିଙ୍କୁ ଏକ ନୂଆ ଝଟକା ଲାଗିଥିଲା କାରଣ...
Cricketଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆOdisha Sports BureauJanuary 11, 2026 by Odisha Sports BureauJanuary 11, 2026022 ଭୁବନେଶ୍ଵର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗିଲ୍ଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ...