Cricketପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍Odisha Sports BureauNovember 12, 2018November 13, 2018 by Odisha Sports BureauNovember 12, 2018November 13, 201801067 (ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ସୋସିଆଲ ମିଡ଼ିଆରେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଘଟଣାକୁ ନେଇ ଦଳର...
Cricketମହିଳା ଟି- ୨୦ ବିଶ୍ୱକପ୍ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କଲା ଭାରତOdisha Sports BureauNovember 12, 2018 by Odisha Sports BureauNovember 12, 20180635 (ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା କ୍ରିକେଟ ଟିମ ଆସନ୍ତା କାଲି ନିଜୟ ଦ୍ୱିତୀୟ ମୁକାବିଲାରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି । ୱେଷ୍ଟଇଣ୍ଡିଜରେ ଜାରି ରହିଥିବା ଆଇସିସି ମହିଳା ବିଶ୍ୱକପ ଟି-୨୦ର...
Cricketଲୋକେ କିଛି ବି କୁହନ୍ତୁ ମୋତେ ଫରକ୍ ପଡେନାହିଁ: ଶିଖର ଧାୱନOdisha Sports BureauNovember 12, 2018 by Odisha Sports BureauNovember 12, 20180727 ଶିଖର ଧାୱନ ଏବେ ଫାର୍ମକୁ ଫେରିଆସିଛନ୍ତି ସିଏ ପୁଣି ନିଜର ଟି-୨୦ ଅନ୍ତଃରାଷ୍ଟ୍ରିୟ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍କୋର କରି । ଟିମ୍ ଇଣ୍ଡିଆର ଓପନର ରବିବାର ଦିନ ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ବା...
Footballବାଲାଦେବୀଙ୍କ ଚାରିଗୋଟି ଗୋଲ୍ ସାହାଯ୍ୟରେ ଭାରତ ବାଙ୍ଗଲାଦେଶକୁ ୭-୧ଗୋଲ୍ ରେ ପରାସ୍ତ କଲାOdisha Sports BureauNovember 12, 2018November 12, 2018 by Odisha Sports BureauNovember 12, 2018November 12, 20180738 ବାଲାଦେବୀଙ୍କ ଚାରୋଟି ଗୋଲ୍ ର ସାହାଯ୍ୟରେ ଭାରତୀୟ ମହିଳା ଫୁଟବଲ୍ ଟିମ୍ ୨୦୨୦ ଏଏଫସି ଅଲମ୍ପିକ୍ କ୍ୱାଲିଫାୟାରସ୍ ର ଦ୍ୱିତୀୟ ମ୍ୟାଚରେ ବାଙ୍ଗଲାଦେଶକୁ ୭-୧ ଗୋଲ୍ ରେ ପରାସ୍ତ କରିଅଛି । ବାଲାଦେବୀଙ୍କ ଅତୀରିକ୍ତ...
Cricketପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମOdisha Sports BureauNovember 10, 2018November 10, 2018 by Odisha Sports BureauNovember 10, 2018November 10, 20180607 ପାକିସ୍ତାନ ଶୁକ୍ରବାର ଦିନ ଆବୁୁଧାବିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ୬ ୱେକେଟରେ ହରାଇଥିଲା, କିନ୍ତୁ ଟିମ୍ ଏହି ବିଜୟର ଖୁସି ମନାଇପାରିନାହିଁ କାରଣ ଇମାମ ଉଲ ହକ୍ ଗମ୍ଭିର ରୂପରେ ଆଘାତ...
Cricketହରମନପ୍ରିତ୍ ଧୁଆଁଧାର ଶତକ ସହିତ ରଚିଲେ ଇତିହାସ, ବିଶ୍ୱ କପ୍ ର ପ୍ରଥମ ମ୍ୟାଚରେ ଲଗାଇଲେ ରେକର୍ଡର ଝଡିOdisha Sports BureauNovember 10, 2018 by Odisha Sports BureauNovember 10, 20180573 (ଓଡିଶା ସ୍ପୋର୍ଟ): ହରମନପ୍ରିତଙ୍କ ଧୁଆଁଧାର ଶତକରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ରେ ଜୋରଦାର ପ୍ରଦର୍ଶନ ହୋଇଅଛି । ଭାରତ- ନ୍ୟୁଜଲ୍ୟାଣ୍ଡ୍ ମଧ୍ୟରେ ହୋଇଥିବା ବିଶ୍ୱ କପ୍ ଉଦଘାଟନୀ ମ୍ୟାଚରେ ଭାରତୀୟ ଟିମର କ୍ୟାପଟେନ୍...
Cricketମହିଳା ଟି-୨୦ ବିଶ୍ୱକପ୍; ନ୍ୟୁଜିଲାଣ୍ଡକୁ ୩୪ ରନ୍ ରେ ହରାଇ ବିଜୟ ହେଲା ଭାରତOdisha Sports BureauNovember 10, 2018 by Odisha Sports BureauNovember 10, 20180711 (ଓଡ଼ିଶା ସ୍ପୋର୍ଟ): ଗତକାଲି ଠାରୁ ଆରମ୍ଭ ହୋଇଛି ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୱେଷ୍ଟଇଣ୍ଡିଜ୍ରେ ଗୁଏନାଠାରେ ଆୟୋଜିତ ଏହି ବିଶ୍ୱକପ୍ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି। ଦଳ ନ୍ୟୁଜିଲ୍ୟାଣ୍ଡକୁ...
Cricketଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫOdisha Sports BureauNovember 10, 2018 by Odisha Sports BureauNovember 10, 20180557 ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କୁ ଆଗାମୀ ଆଇପିଏଲ୍ ସଂସ୍କରଣ ପାଇଁ ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଟିିମର ସହାୟକ କୋଚ୍ ଭାବରେ ଗ୍ରହଣ କରାଯାଇଛି । ଟିମ୍ ପକ୍ଷରୁ ହୋଇଥିବା ଘୋଷଣା ଅନୁସାରେ ଦିଲ୍ଲୀ...
Hockeyଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ୱକପ୍ ର ପ୍ରଚାରOdisha Sports BureauNovember 9, 2018 by Odisha Sports BureauNovember 9, 20180621 ଚର୍ତୂଦଶ ହକି ବିଶ୍ୱକପର ସହଯୋଗୀ ଆୟୋଜକ ଓଡ଼ିଶା ପର୍ଯ୍ୟଟନ୍ ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଅଂଶଗ୍ରହଣ କରିବା ସହ ସେଠାରେ ବିଶ୍ୱକପ୍ର ପ୍ରଚାର କରିଛି । ବିଶ୍ୱକପ୍କୁ ବିଶ୍ୱ ପର୍ଯ୍ୟଟନ ଶିଳ୍ପ ସହ...
Hockeyହକି ବିଶ୍ୱକପରେ ଝଲସିବ ତାରକସି କରୁକାର୍ଯ୍ୟOdisha Sports BureauNovember 9, 2018 by Odisha Sports BureauNovember 9, 20180920 (ଓଡ଼ିଶା ସ୍ପୋର୍ଟ): ଆଉ ଦିନ କେଇଟାର ପ୍ରତିକ୍ଷା । ଆରମ୍ଭ ହେବ ହକି ବିଶ୍ୱକପ । ଏନେଇ ସମସ୍ତ ପ୍ରସ୍ତୁତି ଯୋର ସୋରରେ ଚାଲିଛି । ବିଶ୍ୱକପରେ ଝଲସିବ ତାରକସୀ କାମ। ଖେଳାଳି ଓ...