Hockeyହକି ବିଶ୍ୱ କପରେ ଦୁଇ ଓଡିଆ ଖେଳାଳିOdisha Sports BureauNovember 8, 2018 by Odisha Sports BureauNovember 8, 20180267 ଭୁବନେଶ୍ୱରରେ ଚମକିବେ ଦୁଇ ଓଡିଆ । ହକି ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ ଖେଳାଳି । ଗୋଟିଏ ପଟେ ଏଥର ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଥିବା ବେଳେ...
Cricketଆଇପିଏଲ୍ ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲିOdisha Sports BureauNovember 8, 2018November 8, 2018 by Odisha Sports BureauNovember 8, 2018November 8, 20180848 (ରିପୋର୍ଟସ ଟୁଡ଼େ): ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍ । ଆଇପିଏଲ୍ର ୧୨ତମ...
Hockeyଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲOdisha Sports BureauNovember 8, 2018 by Odisha Sports BureauNovember 8, 20180811 ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପୁରୁଷ ହକି ବିଶ୍ୱକପ୍ , ୨୦୧୮ ପାଇଁ ଏକ ଓଡିଆ ଗୀତକୁ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଓଡିଶାରେ ହକି ମାନିଆକୁ...
Cricket୨୧ ରୁ ଆରମ୍ଭ ହେବ ଟି – ୧୦ ଲିଗ୍Odisha Sports BureauNovember 7, 2018 by Odisha Sports BureauNovember 7, 201801270 ( ଓଡ଼ିଶାସ୍ପୋର୍ଟ): ଟି-୧୦ ଲିଗ ଦୁବାଇର ସାରଜା କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୧ରୁ ଆରମ୍ଭ ହେବ । ଲିଗର ଫାଇନାଳ ମ୍ୟାଚ ଡିସେମ୍ବର ୨ରେ ଖେଳାଯିବ । ଏନେଇ ଦୁବାଇରେ ଭାରତର ପୂର୍ବତନ କ୍ରିକେଟରଙ୍କ...
Cricketଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନାOdisha Sports BureauNovember 6, 2018November 6, 2018 by Odisha Sports BureauNovember 6, 2018November 6, 20180588 ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆଁ ରେକର୍ଡ଼ ସ୍ଥାପନା କରିବା ପାଇଁ ୧୧ ରନ ଆବଶ୍ୟକ ଅଛି । ରୋହିତ ୮୫ ଟି ୨୦ ମ୍ୟାଚ୍ ରେ ୨୦୯୨ ରନ ସଂଗ୍ରହ କରିଛନ୍ତି...
Hockeyହକି ବିଶ୍ୱକପ୍- ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ପାକିସ୍ଥାନର ଖେଳାଳିଙ୍କୁ ପ୍ରଶିକ୍ଷକଙ୍କ ଚେତାବନିOdisha Sports BureauNovember 5, 2018 by Odisha Sports BureauNovember 5, 20180861 ( ଓଡ଼ିଶାସ୍ପୋର୍ଟ): ଚଳିତ ମାସ ୨୮ ରୁ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ବିଭିନ୍ନ ଦେଶର ହେଳାଣୀ ଏଥିରେ ଯୋଗଦେବେ । ବିଶେଷ କରି ଦୁଇ ପାରମ୍ପରିକ ଦଳ ଭାରତ ଓ...
Cricketଭାରତ ବନାମ ଇଣ୍ଡିଜ୍ – ଅଢ଼େଇ ଦଶକ ପରେ ଉତ୍ତର ପ୍ରଦେଶର ହେବ ଟି ୨୦ ମୁକାବିଲାOdisha Sports BureauNovember 5, 2018 by Odisha Sports BureauNovember 5, 201801014 (ଓଡ଼ିଶାସ୍ପୋର୍ଟ): ଦୀର୍ଘ ୨୪ ବର୍ଷ ପରେ ଅବଧ ଦୀପାବଳି ପୂର୍ବ ସନ୍ଦ୍ୟାରେ ଲଖନଉ କ୍ରିକେଟ ଷ୍ଟାଡ଼ିୟମ୍ରେ ଛକା ଚୌକା ଦେଖିବାକୁ ମିଳିବ । ଉତ୍ତର ପ୍ରଦେଶର ରାଜଧାନୀର ନୂଆ ନଭେଲ ଇଳାନା ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମ୍ରେ...
Cricket୩୦ ବର୍ଷରେ ପାଦଥାପିଲେ ବିରାଟOdisha Sports BureauNovember 5, 2018November 5, 2018 by Odisha Sports BureauNovember 5, 2018November 5, 20180865 ( ଓଡ଼ିଶାସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ଆଜି ସେ ୩୦ ବର୍ଷରେ ପାଦ ଥାପିଛନ୍ତି । ୧୮ ନମ୍ବର ଜର୍ସି ପିନ୍ଧୁଥିବା ଅଧିନାୟକ ବିରାଟ ୨୦୧୮...
More Sportsଶେଷ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲOdisha Sports BureauNovember 3, 2018 by Odisha Sports BureauNovember 3, 20180777 (ଆଦର୍ଶ ରାଉତ) ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଓଡିଶାରେ ଦୁଇ ଦିନ ଧରି ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିବା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ ଆଜି ଶେଷ ହୋଇଛି...
Swimmingକଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସOdisha Sports BureauNovember 3, 2018 by Odisha Sports BureauNovember 3, 20180871 (ଆଦର୍ଶ ରାଉତ): ଭୂବନେଶ୍ୱର ରେ ଦୁଇଦିନ ଧରି ଚାଲିଥିବା ଷ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ – ଏକାମ ଷ୍ପୋର୍ଟସ ଲିଟେରାରୀ ଫେଷ୍ଟିଭାଲ କୁ ଯୋଗ ଦେବାକୁ ଆସିଥିବା ସୁଇମିଙ୍ଗ ରେ ୩ଥର ଓଲିମ୍ପିକ ରେ ଗୋଲ୍ଡ...