Uncategorizedନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତOdisha Sports BureauAugust 7, 2024 by Odisha Sports BureauAugust 7, 2024046 ନୂଆଦିଲ୍ଲୀ: ଚାଲିଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ଏହାରି ଭିତରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ଥ୍ରୋରେ...
Uncategorizedଭିନେଶ ଫୋଗଟ ଡିସ୍ କ୍ୱାଲିଫାଏଡ : ପ୍ରବୋଧନା ଦେଲେ ପ୍ରଧାନମନ୍ତ୍ରୀOdisha Sports BureauAugust 7, 2024 by Odisha Sports BureauAugust 7, 2024044 ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ । ଧାର୍ୟ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ...
Uncategorizedପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟOdisha Sports BureauAugust 2, 2024August 2, 2024 by Odisha Sports BureauAugust 2, 2024August 2, 2024045 ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟ ।ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି ଭାରତ। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା...
Uncategorizedମେଡାଲ ଜିତିବା ଖୁସିରେ ଡ଼େଇଁଲେ ଖେଳାଳି, ଭାଙ୍ଗିଗଲା କାନ୍ଧ ହାଡ଼Odisha Sports BureauAugust 1, 2024 by Odisha Sports BureauAugust 1, 2024054 ପ୍ୟାରିରେ ଚାଲିଛି ଅଲିମ୍ପିକ୍ସ ୨୦୨୪ । ଏହି ଅଲିମ୍ପିକ୍ସରେ ବହୁ ଦେଶର ଖେଳାଳି ମାନେ ଭାଗ ନେଇଛନ୍ତି । ଆଉ ବହୁ ଧୁମଧାମ ରେ ଚାଲିଛି କ୍ରିିଡା ପ୍ରତିଯୋଗିତା । ତେବେ ଏହି ଅଲିମ୍ପିକ୍...
Uncategorizedପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକOdisha Sports BureauAugust 1, 2024August 1, 2024 by Odisha Sports BureauAugust 1, 2024August 1, 2024047 ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ । ଭାରତ ପାଇଁ ତୃତୀୟ ପଦକ ହାସଲ କଲେ ସୁଟର । ପ୍ରଥମ...
Uncategorizedମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁOdisha Sports BureauJuly 31, 2024 by Odisha Sports BureauJuly 31, 2024043 ଚାଲିଛି ପ୍ୟାରିସ ଅଲିମ୍ପିକ୍ସ । ମୈଦାନରେ କସରତ କରୁଛନ୍ତି ସମସ୍ତ ଦେଶର ଖେଳାଳି । ଏହାରି ଭିତରେ ଭରତ ପାଇଛି ୨ଟି ପଦକ । ଏବେ ଆଉ ଏକ ପଦକ ଅଣିବାକୁ ରଣ କ୍ଷେତ୍ରରେ...