Cricketଭାରତର ବଡ଼ ବିଜୟ, ୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଦଳOdisha Sports BureauFebruary 1, 2026 by Odisha Sports BureauFebruary 1, 2026011 ତିରୁବନନ୍ତପୁରମ: ପଞ୍ଚମ ଟି-୨୦ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୪-୧ରେ କବଜା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ...
Cricketଇଶାନ କିଶନଙ୍କ ବିସ୍ଫୋରକ ଶତକ, ନ୍ୟୁଜିଲାଣ୍ଡ ସମ୍ମୁଖରେ ଭାରତର ୨୭୨ ରନ୍ର ବିଶାଳ ଲକ୍ଷ୍ୟOdisha Sports BureauJanuary 31, 2026January 31, 2026 by Odisha Sports BureauJanuary 31, 2026January 31, 2026012 Keral: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍...
Cricketଭାରତ-ନ୍ୟୁଜିଲାଣ୍ଡ ୫ମ ଟି-୨୦: ସଞ୍ଜୁ ସାମସନ କି ଇଶାନ କିଶନ? ଶେଷ ମ୍ୟାଚ୍ ପୂର୍ବରୁ ଚୟନ ସସପେନ୍ସOdisha Sports BureauJanuary 31, 2026 by Odisha Sports BureauJanuary 31, 2026014 ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ତିରୁଅନନ୍ତପୁରମରେ ହେବାକୁ ଥିବା ଏହି ମ୍ୟାଚ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ...
Cricketଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆOdisha Sports BureauJanuary 31, 2026 by Odisha Sports BureauJanuary 31, 2026014 ଥିରୁଅନନ୍ତପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ। କେରଳର ଥିରୁଅନନ୍ତପୁରମରେ ରାତି ୭ଟାରୁ ମ୍ୟାଚ୍ ଆରମ୍ଭ ହେବ। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ବର୍ତ୍ତମାନ ୩-୧ରେ...
Cricketଭାରତକୁ ୨୧୬ ରନର ଟାର୍ଗେଟ୍, ଟିମ୍ ସିଫର୍ଟଙ୍କ ତୁଫାନି ଅର୍ଧଶତକOdisha Sports BureauJanuary 28, 2026 by Odisha Sports BureauJanuary 28, 2026014 ଆନ୍ଧ୍ରପ୍ରଦେଶ: ବିଶାଖାପାଟଣାରେ ଖେଳାଯାଉଥିବା ଚତୁର୍ଥ ଟି-20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି 215 ରନ୍ର ବିଶାଳ ସ୍କୋର ଗଢ଼ିଛି। ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ...
Cricketଟସ ଜିତିଲା ଭାରତ; ବୋଲିଂ ସହ ମ୍ୟାଚ ଆରମ୍ଭ କରିବ ଟିମ୍ ଇଣ୍ଡିଆOdisha Sports BureauJanuary 28, 2026 by Odisha Sports BureauJanuary 28, 2026017 AndhraPradesh: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍ ଆଜି ବିଶାଖାପାଟଣାର ACA–VDCA କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ଟସ ଜିତି ପ୍ରଥମେ...
Cricketଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ସମ୍ଭାବନା, ହାର୍ଦ୍ଦିକଙ୍କୁ ମିଳିପାରେ ବିଶ୍ରାମOdisha Sports BureauJanuary 28, 2026 by Odisha Sports BureauJanuary 28, 2026014 ଆନ୍ଧ୍ରପ୍ରଦେଶ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ବୁଧବାର, ଜାନୁଆରୀ ୨୮ ତାରିଖରେ ଆନ୍ଧ୍ର ପ୍ରଦେଶର ACA-VDCA କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ତିନୋଟି ମ୍ୟାଚ୍ ଜିତି ଭାରତ ପୂର୍ବରୁ ସିରିଜରେ...
Cricketଭାରତର ବଡ଼ ଜୟ: ତୃତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆOdisha Sports BureauJanuary 26, 2026 by Odisha Sports BureauJanuary 26, 2026015 ନୂଆଦିଲ୍ଲୀ: ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଅଭିଷେକ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଭାରତ ସହଜ ଜୟ ହାସଲ କରିଥିଲା।...
Cricketଇଶାନ–ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ୍, ନ୍ୟୁଜିଲାଣ୍ଡ୍କୁ ହରାଇ ୨–୦ରେ ଆଗୁଆ ଭାରତOdisha Sports BureauJanuary 24, 2026 by Odisha Sports BureauJanuary 24, 2026018 ରାୟପୁର: ରାୟପୁରରେ ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଆଉ ଏକ ଜବରଦସ୍ତ ବିଜୟ ହାସଲ କରିଛି। ୫ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୨–୦ରେ ଆଗୁଆ...
CricketIND vs NZ T20: ଭାରତକୁ ୨୦୯ ରନର ଟାର୍ଗଟେ୍ ଦେଲା କିୱି ଦଳOdisha Sports BureauJanuary 23, 2026 by Odisha Sports BureauJanuary 23, 2026013 ରାୟପୁର: ରାୟପୁରରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଦଳ ବିସ୍ଫୋରକ ବ୍ୟାଟିଂ କରି ୨୦ ଓଭରରେ ୨୦୮ ରନ କରିଛି। ଆନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ୨୦୨୬ ସାଲରେ ଏହା କୌଣସି ଦଳର...