Cricketଶୁଭମନ ଗିଲଙ୍କ ବିକଳ୍ପକୁ ନାOdisha Sports BureauJuly 8, 2021July 8, 2021 by Odisha Sports BureauJuly 8, 2021July 8, 20210164 ମୁମ୍ବାଇ(ଓଡିଶା ସ୍ପୋର୍ଟସ): ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ । ତେଣୁ ତାଙ୍କ ବିକଳ୍ପକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ...
Cricketଭାରତ-ଶ୍ରୀଲଙ୍କା ସିରିଜ ଭିତରେ ପଶିଲା ଇଂଲଣ୍ଡOdisha Sports BureauJuly 7, 2021 by Odisha Sports BureauJuly 7, 20210132 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଭାରତ ଏବଂ ଶ୍ରୀଲଙ୍କା ସିରିଜକୁ ନେଇ ବଢିଲା ଆଶଙ୍କା । ଇଂଲଣ୍ଡ ଦଳର ୭ ଜଣ ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ ଏହି ସିରିଜ ଉପରେ କଳା ବାଦଲ ଛାଇ...
Cricketଏଣିକି ଷ୍ଟାଡିୟମରେ ମ୍ୟାଚ ଦେଖିବେ କ୍ରିକେଟ ପ୍ରେମୀOdisha Sports BureauJuly 6, 2021 by Odisha Sports BureauJuly 6, 20210132 ନୂଅ।।ଦିଲ୍ଳୀ(ଓଡିଶା ସ୍ପୋର୍ଟସ): କ୍ରିକେଟ ପ୍ରେମୀ ଏବଂ ଫ୍ୟାନ୍ସମାନଙ୍କ ପାଇଁ ଆସିଲା ଖୁସି ଖବର । ଖୁବ ଶୀଘ୍ର ଷ୍ଟାଡିୟମରେ ବସି କ୍ରିକେଟର ମଜା ନେଇ ପାରିବେ ଦର୍ଶକ । ପୁଣି ଖଚାଖଚ ଦର୍ଶକମାନଙ୍କୁ ନେଇ...
Cricketଇଂଲଣ୍ଡରେ ମିତାଲୀଙ୍କ ରାଜOdisha Sports BureauJuly 5, 2021 by Odisha Sports BureauJuly 5, 20210238 ୱର୍ସେଷ୍ଟର(ଓଡିଶା ସ୍ପୋର୍ଟସ) : ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ମ୍ୟାଚକୁ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ମିତାଲୀ ରାଜ...
Cricketସରିଲା କ୍ୱାରାଣ୍ଟାଇନ, ଆରମ୍ଭ ହେଲା ଅଭ୍ୟାସOdisha Sports BureauJuly 3, 2021 by Odisha Sports BureauJuly 3, 20210354 କଲମ୍ବୋ(ଓଡିଶା ସ୍ପୋର୍ଟସ): ଆସନ୍ତା ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଶ୍ରୀଲଙ୍କା ସିରିଜ । ଶିଖର ଧୱନଙ୍କ ଅଧିନାୟକତ୍ୱରେ ଦଳ ପ୍ରସ୍ତୁତ ହୋଇଛି ଶ୍ରୀଲଙ୍କା ବପକ୍ଷରେ ଲଢେଇ କରିବା ପାଇଁ । ସେଥିପାଇଁ...
Cricketଶ୍ରୀଲଙ୍କାରେ ପହଞ୍ଚିଲା ମେନ ଇନ ବ୍ଲୁOdisha Sports BureauJune 29, 2021 by Odisha Sports BureauJune 29, 20210147 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁଲାଇ ୧୩ ତାରିଖରୁ ଦିନିକିଆ ଏବଂ ପରେ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଭାରତ । ଅଧିନାୟକ ଶିଖର...
Cricketଶ୍ରୀଲଙ୍କା ଗସ୍ତ ପୂର୍ବରୁ କୋଚଙ୍କ ବଡ ମନ୍ତବ୍ୟOdisha Sports BureauJune 28, 2021June 28, 2021 by Odisha Sports BureauJune 28, 2021June 28, 20210151 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଆଜି ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ । ଶ୍ରୀଲଙ୍କା ଗସ୍ତର କିିଛି ଠିକ...
Cricketଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚାOdisha Sports BureauJune 25, 2021 by Odisha Sports BureauJune 25, 20210135 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ...
Cricketରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭOdisha Sports BureauJune 24, 2021 by Odisha Sports BureauJune 24, 20210147 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଉପରେ କବଜା କରିଛି ନ୍ୟୁଜିଲାଣ୍ଡ ଦଳ । ବର୍ଷା ଏବଂ ଲୋ ଲାଇଟ ଭଳି ଅସୁବିଧାରୁ ଏହି ଐତିହାସିକ ମ୍ୟାଚର ରୋମାଞ୍ଚ ଧିରେ ଧିରେ କମିଥିଲା...
CricketWTC ରେ ବୁମରାହ କଲେ ଏପରି ଭୁଲOdisha Sports BureauJune 22, 2021 by Odisha Sports BureauJune 22, 20210184 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚମ୍ପିୟନସିପର ପଞ୍ଚମ ଦିନରେ ଘଟିଛି ଏକ ଅଭାବନୀୟ ଘଟଣା । ଆଉ ଏହି ଭୁଲ ହୋଇଚି ଭାରତର ପ୍ରମୁଖ ବୋଲର ତଥା...