Weightliftingଏସୀୟ ଭାରୋତ୍ତୋଳନ ପାଇଁ ମୀନା ଓ ବିଦୁସ୍ମିତା ମନୋନୀତOdisha Sports BureauJune 8, 2025 by Odisha Sports BureauJune 8, 2025014 ଭୁବନେଶ୍ୱର-: ଜୁଲାଇ ୧ରୁ ୧୦ ତାରିଖ ପର୍ଯ୍ୟନ୍ତ କାଜାକସ୍ତାନର ଆସ୍ଥାନାଠାରେ ଖେଳାଯିବାକୁ ଥିବା ଏସୀୟ ଯୁବ ଓ କନିଷ୍ଠ ଭାରୋତ୍ତୋଳନ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ମୀନା ସାନ୍ତା (ଏ) ଏବଂ ବିଦୁସ୍ମିତା ଭୋଇ ଭାରତୀୟ...
More Sportsଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବରOdisha Sports BureauJuly 29, 2023July 29, 2023 by Odisha Sports BureauJuly 29, 2023July 29, 2023074 ଭୁବନେଶ୍ୱର: ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବର । ଉତ୍ତରପ୍ରଦେଶରେ ଗ୍ରେଟର ନୋଏଡାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଆଣିଲେ ଓଡିଶାର ଜ୍ୟୋତ୍ସ୍ନା ସବର...
More Sportsଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱରOdisha Sports BureauJuly 1, 2023 by Odisha Sports BureauJuly 1, 2023081 ଭୁବନେଶ୍ୱର: ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଅଲ-ଓଡିଶା ଇଣ୍ଟର କ୍ଲବ ଭାରୋତ୍ତୋଳନ ଚାମ୍ପିଅନସିପରେ ଚାମ୍ପିଅନ ହୋଇଥିଲା ଯାହା ଶୁକ୍ରବାର ଦିନ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସର ବିଜୁ ପଟ୍ଟନାୟକ ଏଚପିସି ଭାରୋତ୍ତୋଳନ ହଲରେ ଶେଷ ହୋଇଥିଲା। ସ୍ପୋର୍ଟସ...