Wrestlingକୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତିOdisha Sports BureauAugust 15, 2023 by Odisha Sports BureauAugust 15, 2023074 ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏସିଆନ ଗେମ୍ସ ୨୦୨୩ରୁ ବାହାର ହୋଇଛନ୍ତି। ଭିନେଶ ଆହତ କାରଣରୁ ଏସିଆନ ଗେମ୍ସରୁ ନିଜ ନାଁ ଫେରେଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ୨୮ ବର୍ଷିୟ କୁସ୍ତିଯୋଦ୍ଧା...