Cricket

ଫର୍ମରେ ଅଛନ୍ତି ଟିମ୍ ଇଣ୍ଡିଆର ଧ୍ରୁବ ଜୁରେଲ୍

ପୁଣି ବ୍ୟାଟିଂର କମାଲ୍ ଦେଖାଇଲେ ଧ୍ରୁବ୍ । ଫର୍ମରେ ଅଛନ୍ତି ଟିମ୍ ଇଣ୍ଡିଆର ୱିକେଟକିପର ଏବଂ ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତ ପାଇଁ ଖେଳୁଥିବା ଧ୍ରୁବ ଜୁରେଲ୍, ଦ୍ୱିତୀୟ ନନ୍ ଅଫିସିଆଲ୍ ମ୍ୟାଚ୍‌ରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ନନ୍ ଅଫିସିଆଲ୍ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳାଯାଉଛି। ଯେଉଁଠି ତୃତୀୟ ଦିନରେ, ଭାରତ ଦ୍ୱିତୀୟ ଇନିଂସରେ ଏକ ବଡ଼ ଅଗ୍ରଣୀ ହାସଲ କରିଛି।

Ind vs Eng Test series | In Dhruv Jurel, it finally feels like India has  found a capable understudy to Rishabh Pant - The Hindu

Related posts

ସିରିଜରୁ ଓହରିଲେ ମାଥ୍ୟୁସ

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ସେମିଫାଇନାଲରେ ବୈଭବ 68 ରନର ଦ୍ରୁତ ଇନିଂସ ଖେଳିଥିଲେ

Odisha Sports Bureau

ଆଇପିଏଲରୁ ବାଦ ପଡିଲେ ସାମ କରନ

Odisha Sports Bureau