Cricket

ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌

ନୂଆଦିଲ୍ଲୀ : ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶନିବାର ବର୍ଷାପଡ଼ା ଗ୍ରାଉଣ୍ଡ୍‌ରେ ଆୟୋଜକ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଂଲଣ୍ଡକୁ ସାମ୍ନା କରିବ । ଭାରତୀୟ କ୍ରିକେଟ୍‌ପ୍ରେମୀ ବହୁ ତାରକା ଖେଳାଳିଙ୍କୁ ଏକତ୍ର ଦେଖିବାକୁ ସୁଯୋଗ ପାଇବେ । ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ୍‌, କେ ଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ଜୋସ ବଟଲର, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସଙ୍କ ଭଳି ମହାନ ଖେଳାଳିମାନେ ଅଭ୍ୟାସ ମ୍ୟାଚ୍‌ ଖେଳିବେ ।

Related posts

ମାଂଦପେଶୀ ଜନିତ ଆଘାତ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ବାଦ ପଡିଲେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର

Odisha Sports Bureau

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ

Odisha Sports Bureau

ପରାଜୟ ପରେ ମହମ୍ମଦ ଶାମ୍ମିଙ୍କୁ ଆଲିଙ୍ଗନ କଲେ ମୋଦି; ଡ୍ରେସିଂ ରୁମରେ ଭାବବିହ୍ୱଳର ଚିତ୍ର

Odisha Sports Bureau