Cricket

ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ

ମୁମ୍ବାଇ: କ୍ୱାଲିଫାୟର -୧ରେ ଚେନ୍ନାଇକୁ ଭେଟିବ ଗୁଜୁରାଟ । ପ୍ରଆଜି ଆଇପିଏଲରେ ପ୍ରଥମ କ୍ୱାଲିଫାୟର । ଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ । ବିଜୟୀ ଟିମ୍ ଫାଇନାଲକୁ ଯିବ । ସୁପର କିଙ୍ଗସର ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳଯିବ । ପୂର୍ବ ରେକର୍ଡ ଅନୁଯାୟୀ ଗୁଜରାଟର ପଲ୍ଲା ଭାରି ରହିଥିବା ବେଳେ ସୁପର କିଙ୍ଗସ୍ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି । ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ଚିପକ୍ ପିଚ୍ ସ୍ପିନରଙ୍କୁ ସୁହାଇବ ।ରସିଦ ଖାନ୍, ନୁର ଅହମ୍ମଦ, ରବୀନ୍ଦ୍ର ଜାଡେଜା ଓ ମୋଇନ ଅଲ୍ଲୀଙ୍କୁ ଭଲ ଓ୍ଵିକେଟ ମିଳିପାରେ ବୋଲି ଆଶା କରାଯାଉଛି

Related posts

ଟି ୨୦ ବିଶ୍ଵକପ ଫାଇନାଲରେ ଭାରତ

ପାକିସ୍ତାନୀ ବୋଲର କହିଲେ- ବିରାଟ କୋହଲି ଜଣେ ନୁହଁନ୍ତି, ସେ ହିଁ ୧୧ ଜଣ ଖେଳାଳିଙ୍କ ସହ ସମାନ

କ୍ରିକେଟରଙ୍କ ସହିତ ଫିଲ୍ମ ‘କ୍ୱିନ୍’ର ୮ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କଲେ କଙ୍ଗନା

Odisha Sports Bureau