Gymnastic

ତିନିଜଣ ଜିମ୍ନାଷ୍ଟ ହଙ୍ଗେରିର ସୋଜୋମାଥେଲି ଠାରେ ଆୟୋଜିତ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ବିଶ୍ୱ ଚ୍ୟାଲେଞ୍ଜ କପରେ ପ୍ରତିଦ୍ୱନ୍ଦ୍ୱିତା କରିବେ

ଓଡ଼ିଶା;ଓଡ଼ିଶା ଏମ/ଏନଏସ ଇଣ୍ଡିଆ ହାଇ ପରଫରମାନ୍ସ ସେଣ୍ଟର (ଜିଏଚପିସି) ଭୁବନେଶ୍ୱରର ତିନିଜଣ ଜିମ୍ନାଷ୍ଟ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ହଙ୍ଗେରିର ସୋଜୋମାଥେଲି ଠାରେ ଆୟୋଜିତ ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଜିମ୍ନାଷ୍ଟିକ୍ (ଏଫଆଇଜି) ବିଶ୍ୱ ଚ୍ୟାଲେଞ୍ଜ କପରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗରେ (ସିନିୟର) ରାକେଶ କୁମାର ପାତ୍ର ଏବଂ ସୈଫ ସାଦିକ୍ ତମ୍ବୋଲି ଏବଂ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ବର୍ଗରେ (ସିନିୟର) ପ୍ରଣତି ନାୟକ ଏହି ପ୍ରତିଯୋଗିତାରେ ଭାଗ ନେବେ। ଆଥଲେଟମାନଙ୍କ ସହ କେନ୍ଦ୍ରର ମୁଖ୍ୟ କୋଚ ଅଶୋକ ମିଶ୍ର ଏବଂ ଫିଜିଓଥେରାପିଷ୍ଟ ସୁଶ୍ରୀ ଅମୃତା ତ୍ରିପାଠୀ ରହିବେ।

Related posts

କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡୀମନ୍ତ୍ରୀ

ଶ୍ରୀମନ୍ଦିର ସେବାୟତଙ୍କ ଜିମ୍ନାଷ୍ଟ ପୁଅ ତପନ ଯୋଗ୍ୟତା ଅର୍ଜନର ନିକଟତର

ଜାତୀୟ ବରି‌ଷ୍ଠ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଆରମ୍ଭ

Odisha Sports Bureau