Cricket

ଏସିଆ କପରେ ସ୍ଥାନ ପାଇବି ସ୍ୱପ୍ନରେ ବି ସୁଦ୍ଧା ଭାବିନଥିଲି

ସୋମବାର ଏସିଆ କପ ପାଇଁ ଟିମ ଚୟନ ହୋଇସାରିଛି । ଟିମରେ ତିଲକ ବର୍ମାଙ୍କ ଚୟନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛି । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ପାଇଁ ନଜ ସ୍ଥାନ ସଂରକ୍ଷଣ କରିନେଇଛି । ଏସିଆ କପ ନେଇ ତିଲକ ବର୍ମା ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ମୁଁ କେବେ ସ୍ୱପ୍ନରେ ଭାବିନଥିଲି ଯେ ଏସିଆ କପ ଭଳି ଟୁର୍ନାମେଣ୍ଟରେ ସ୍ଥାନ ପାଇବେ ବୋଲି ।

ଏନେଇ ବିସିସିଆଇ ଏକ ଭିଡିଓରେ ତିଲକ ବର୍ମା କହିଛନ୍ତି ‘ମୁଁ ସ୍ବପ୍ନରେ ବି ଭାବିନଥିଲି କି ମୁଁ ସିଧା ଏସିଆ କପରେ ଏକଦିବସୀୟ କ୍ୟରିଆର ଆରମ୍ଭ କରିବି । ଭାରତ ସହ ନିଜର କ୍ୟାରିଆର ଆରମ୍ଭ କରିବି ବୋଲି ସବୁବେଳେ ଭାବୁଥିଲି କିନ୍ତୁ ଏକାସଙ୍ଗେ T20ଓ ମାସେ ପରେ ଏକଦିବସୀୟରେ ସ୍ଥାନ ପାଇବି ।  ଏହା ମୋ ପାଇଁ କୋଉ ସ୍ବପ୍ନ ଠାରୁ କମ ନୁହେଁ । ଏଥିପାଇଁ ମୁଁ ମୋତେ ବହୁତ ପ୍ରାକ୍ଟିସ କରିବାକୁ ପଡ଼ିବ ଆଉ ମୁଁ କରୁଛି ।’

Related posts

ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମାଙ୍କ ହାତରେ ଆଘାତ

Odisha Sports Bureau

କୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତ

Odisha Sports Bureau

ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି