Cricket

ଶାରା-ଶୁଭବନ ବିବାହକୁ ନେଇ ଚର୍ଚ୍ଚା , ଭାଇରାଲ ହେଉଛି ଭିଡିଓ

ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେମିତ ତାଙ୍କର ବ୍ୟାଟିଙ୍ଗ ପାଇଁ ଫେମସ ସେହିପର ତାଙ୍କ ଲଗ ଲାଫକୁ ନେଇ ସବୁବେଳେ ଚର୍ଚ୍ଚରେ ରୁହନ୍ତି । ପୁଣିଥରେ ତାଙ୍କ ବ୍ୟାକ୍ତିଗତ ଜୀବନକୁ ନେଇ ଚର୍ଚ୍ଚରେ ରହିଛନ୍ତି । ପ୍ରତିଦିନ ଶୁଭମନ ଗିଲ ଓ ସାରା ତେନ୍ଦୁଲକରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସୁଛି । କିନ୍ତୁ ଦୁଇ ଜରଙ୍କ ପକ୍ଷରୁ ଏ ସମ୍ପର୍କକୁ ନେଇ କିଛି କହିନାହାନ୍ତିି । କିଛି ଦିନ ପୂର୍ବରୁ ସାରା ଅଲୀ ଖାନ କଫି ୱିଥ୍ କରନ ସିଜିନ ୮କୁ ଆସିଥିଲେ । ସେଠାଯେର କରନ ତାଙ୍କୁ ପ୍ରଶ୍ନ କରିଥଲେ ତୁମେ ଶୁଭମନକୁ ଡେଟ କରୁଛ କି ? ଉତ୍ତରରେ ଶାରା କହିଥିଲେ ଆପଣ ମାନେ ଭୁଲ ସାରା ପଛରେ ପଡିଛନ୍ତି ମୁଁ ସେ ସାରା ହୁହେଁ । ଶୁଭମନଙ୍କ ସାରା ଆଉ ଜଣେ । ଏକଥାଟି ଭାଇରାଲ ହେବା ପରେ ଫ୍ୟାନ୍ସ ମାନେ ବିଶ୍ୱାସ କରିଛନ୍ତି ଶୁଭମନ ସାରା ତେନ୍ଦୁଲକରଙ୍କୁ ଡେଟ କରୁଛନ୍ତି ।

ଏହା ସହ ବର୍ତ୍ତମାନ ଇଣ୍ଟରନେଟରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୟୁଏଇର ଜଣେ ଖେଳାଳି ସେମାନଙ୍କ ସମ୍ପର୍କକୁ ନେଇ କିଛି କହିଛନ୍ତି ଏବଂ ସେମାନଙ୍କ ବିବାହକୁ ନେଇ ମଧ୍ୟ ମତ ଦେଇଛନ୍ତି ।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ହିଁ ସାରା ତେନ୍ଦୁଲକର ଏବଂ ଶୁଭମନ ଗିଲଙ୍କ ଏକ ମର୍ଫେଡ୍ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସାରା ତାଙ୍କୁ ସାଇଡରୁ ଆଲିଙ୍ଗନ କରୁଥିବା ଦେଖିବା ପାଇଁ ମିଳିଛି । ବର୍ତ୍ତମାନ ୟୁଏଇ ଖେଳାଳି ଚିରାଗ ସୁରୀଙ୍କ ଏକ ଇଣ୍ଟରଭ୍ୟୁର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Related posts

ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ଧାମିକା ନିରୋଶନଙ୍କୁ ହତ୍ୟା

ବିଶ୍ଵକପ୍ ଟ୍ରଫି ସହ ନଜର ଆସିଲେ କିଙ୍ଗ୍ ଖାନ୍

ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ

Odisha Sports Bureau