Cricket

ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଘୋଷଣା କଲା ଟିମ

ବିଶ୍ବକପ୍ ୨୦୨୩ର ଆୟୋଜନ ଚଳିତଥର ଭାରତରେ ହେବ । ଏହାପୂର୍ବରୁ ବିଶ୍ବକପ ୨୦୨୩ କ୍ବାଲିଫାୟର୍ସ ମ୍ୟାଚ୍ ଖେଳାଯିବ । ଏଥିପାଇଁ ୱେଷ୍ଟଇଣ୍ଡିଜ ଟିମ୍ ଘୋଷଣା କରିସାରିଛି । ୱେଷ୍ଟଇଣ୍ଡିଜ ଟିମର ଦାୟିତ୍ବ ସାଇ ହୋପ ନେବେ । ଟିମ୍ ପାଇଁ ୩୪ ବର୍ଷୀୟ ଖେଳାଳି ଉପରେ ଭରସା କରିଛନ୍ତି ଚୟନକର୍ତ୍ତା ।
ୱେଷ୍ଟଇଣ୍ଡିଜ ବିଶ୍ବକପ୍ ୨୦୨୩ କ୍ବାଲିଫାୟର୍ସ ଟିମ ପାଇଁ ଉପଅଧିନାୟକ ପଦ ରୋଓମେନ ପାୱେଲଙ୍କୁ ଦେଇଛି । ଟିମରେ ଅଭିଜ୍ଞ ଖେଳାଳି ଜେସନ ହୋଲଡରଙ୍କୁ ମଧ୍ୟ ସୁଯୋଗ ଦେଇଛି ।
ୱେଷ୍ଟଇଣ୍ଡିଜ ଟିମ୍ : ସାଇ ହୋପ୍(ଅଧିନାୟକ), ରୋଭମ୍ୟାନ୍ ପାୱେଲ ( ଉପଅଧିନାୟକ), ଶାମରହ ବ୍ରୁକ୍, ୟାନିକ କରିୟା, କେସି କାର୍ଟି, ରୋଷ୍ଟନ ଚେଜ୍, ଜନସନ ଚାଲର୍ସ, ଜସନ ହୋଲ୍ଡର, ଅକିଲ ହୁସେନ, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ, କାଇଲି ମାଇରର୍ସ, କେମୋ ପଲ୍, ନିକୋଲାସ ପୋରନ, ରୋମାରିଓ ସିଫେର୍ଡ ।

Related posts

ମଇଦାନରେ କପୋତ ଘଉଡେଇଲେ ଖେଳାଳି

Odisha Sports Bureau

ଆୟାରଲାଣ୍ଡ-ଭାରତ ପ୍ରଥମ ଟି-୨୦: ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ମ୍ୟାଚ ହାରିଲା ଭାରତ ; କାହିଁକି ଏମିତି କହିଲେ ଜାଡେଜା