Cricket

ହୋମ ଗ୍ରାଉଣ୍ଡରେ ମ୍ୟାଚ ଜିତିଲା କେକେଆର

କାଲି ଆଇପିଏଲର ନବମ ମ୍ୟାଚ ଅନୁଷ୍ଟିତ ହୋଇଥିବା ବେଳେ କୋଲକାତା ନାଇଟ୍ ରାଇଡର ୮୧ ରନରେ ବିଜୟ ହାସଲ କରିଛନ୍ତିି । ରୟାଲ ଚ୍ୟାଲେଞ୍ଜଓ ବାଙ୍ଗାଲୋଣ ଟସ ଜିତି ବାଙ୍ଗାଲୋର ବୋଲିଙ୍ଗ କରିବା ନିଷ୍ପତି ନେଇଥିଲେ । ପ୍ରଥମେ କୋଲକାତା ବ୍ୟାଟିଙ୍ଗକରି କରି ୨୦୪ କରିଥିଲେ । ଏହି ମ୍ୟାଚ ଜିତିବଚୁ ହେଲ ବାଙ୍ଗାଲୋରକୁ ୨୦୬ ରନ ଦରକାର ଥିଲା । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ସଫଳତା ଓ ରହମାନଲ୍ଲା ଗୁରବାଜଙ୍କ ଚମତ୍କାର ଅର୍ଦ୍ଦଶତକ ବଳରେ ଟିମ ୮୧ ରନରେ ମ୍ୟାଚକୁ ଜିତି ନେଇଛି ।ରିଙ୍କୁ ସିଂ ୩୩ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଏକ ବିସ୍ଫୋରକ ଇଂନିସ ଖେଳି ସର୍ଦୁଲ ଠାକୁର ୨୯ ବଲରେ ୬୮ ରନ କରି ଆଉଟ ହୋଇଥିଲେ। ପରେ ଉମେଶ ଯାଦବ ୨ ବଲରେ ୬ରନ କରି ଅପରାଜିତ ରହିଥିଲେ।
କୋଲକାତା ନିଜ ହୋମ ଗ୍ରାଉଣ୍ଡରେ ଏହି ମ୍ୟାଚ ଜିତିଥିତବାରୁ ବହୁ ଖୁସି ଅନୁଭବ କରିଛନ୍ତି । ନାଇଟ ରାଇଡରଙ୍କ ଓନର ସୁପରଷ୍ଟାର ସାହାରୁଖ ଖାନ ଫ୍ୟାନଙ୍କୁ ସୁଭେଚ୍ଛା ଜଣାଇଛନ୍ତି । ଜୁହିଚାୱଲା କେକେଆର ପ୍ରଦର୍ଷନ ଦେଖି ଖୁବ ଖୁସିୁ ପ୍ରକାଶ କରିଥିଲେ ।ସେହିପରି ଗାୟକ ତଥା ରାଜନେତା ବାବୁଲ ସୁପ୍ରିୟୋ ଖୁସିରେ ବଙ୍ଗଳା ଗୀତ ଗାଇଛନ୍ତି ।

Related posts

ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

Odisha Sports Bureau

ଆଇସିସି ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ

ଆଜିଠୁ ଆରମ୍ଭ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

Odisha Sports Bureau