Cricket

ଆଇପିଏଲ ୨୦୨୩ରେ ଆଜି ମୁହାଁ ମୁହିଁ ହେବେ ଫାଫ ଡୁ’ପ୍ଲେସିସ ଓ ନୀତିଶ ରାଣା

ଆଜି ଆଇପିଏଲ ରେ ମୁହାମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ କୋଲକାତା ନାଇଟ ରାଇଡର୍ସ । କୋଲକାତାର ଇଡେନ ଗାଡେନରେ ମ୍ୟ।ଚ ଅନୁଷ୍ଟିତ ହେବ । ଦୁଇଟି ଟିମ ଆଗରୁ ଗୋଟେ ଗୋଟେ ମ୍ୟାଚ ଖେଳିଛନ୍ତି । ଏହା ଏମାନଙ୍କ ଦ୍ୱିତୀୟ ମ୍ୟାଚ ।
ଆଇପିଏଲ ୨୦୨୩ରେ ଆଜି ମୁହା ମୁହିଁ ହେବେ ବିରାଟ କୋହଲି ଓ ନୀତିଶ ରାଣା । ପୂର୍ବରୁ କୋଲକାତା ୨ଥର ୨୦୧୨ ଓ ୨୦୧୪ରେ ଦୁଇଥର ଆଇପିଏ ସିରିଜ ଜିତିଥିବା ବେଳେ । ଆରସିବି ଆଜି ଯାଏ ଗୋଟେବି ମ୍ୟାଚ ଜିତି ନାହିଁ ।
କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ୍ ନାଇଟ୍ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ରହମନୁଲ୍ଲା ଗୁର୍ବାଜ, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଶାର୍ଦୁଲ ଠାକୁର, ଲୋକି ଫର୍ଗୁସନ, ଉମେଶ ଯାଦବ, ଟିମ ସାଉଦି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ଅନୁକୁଳ ରୟ, ରିଙ୍କୁ ସିଂହ, ଏନ ଜଗଦୀସାନ, ବେଭବ ଆରୋରା, ସୁୟାଶ ଶର୍ମା, ଡେଭିଡ ୱିଜ, କୁଲବନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନଦୀପ ସିଂହ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ’ପ୍ଲେସିସ (ଅଧିନାୟକ), ବିରାଟ କୋହଲି, ସୁୟାଶ ପ୍ରଭୂଦେଶାଇ, ଦୀନେଶ କାର୍ତ୍ତିକ, ଅନୁଜ ରାୱତ, ଫିନ ଆଲିନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହବାଜ ଅହମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କର୍ଣ୍ଣ ଶର୍ମା, ମହିପାଲ ଲୋମରୋର, ମହମ୍ମଦ ସିରାଜ, ଜୋସ ହାଜଲେଉଡ, ସିଦ୍ଧାର୍ଥ କେଲ, ଅକାଶ ଦୀପ, ରିସି ଟପ୍ଲେ, ହିମାଂଶୁ ଶର୍ମା, ମିଚେଲ ବ୍ରେସୱେଲ।

Related posts

ଏପ୍ରିଲ ୧ରୁ ଆଇପିଏଲ

Odisha Sports Bureau

ମିତାଲି ରାଜଙ୍କ ମହିଳା ଦଳ ୨-୦ରେ ସିରିଜ ଜିତିଲା

Odisha Sports Bureau

IPLରୁ ଅବସର ଘୋଷଣା କଲେ ଆଣ୍ଡ୍ର୍ୟୁ ରସେଲ୍

Odisha Sports Bureau