More Sports

ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲେ କିବିୱତ୍

(ଓଡିଶା ସ୍ପୋର୍ଟସ୍): କେନିଆର କିବିୱୋଟ କେ ୫୮ ମିନିଟରେ ହାଫ୍ ମାରାଥନ ଜିତି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୨୪ ବର୍ଷୀୟ କିବିୱୋଟ ୫୭ ମିନିଟ ୩୨ ସେକେଣ୍ଡରେ ଭାଲେନ୍ସିଆ ଅର୍ଦ୍ଧ ମାରାଥନ ଜିତି କୋପେନହେଗନ୍ ସୃଷ୍ଟି ହୋଇଥିବା ରେକର୍ଡକୁ ଜିଓଫ୍ରେ କାମଭୋର (୫୮.୦୧ ସେକେଣ୍ଡ) ଭାଙ୍ଗିଛନ୍ତି । ଉଗାଣ୍ଡାର ଯାଦବ ଏବଂ କେନିଆର ରୋନକ୍ସ୍ ତୃତୀୟ ସ୍ଥାନରେ ରହିଛନ୍ତି । ଜିଓଫ୍ରେଙ୍କ ବିଶ୍ୱ ରେକର୍ଡ ଅପେକ୍ଷା ଚାରିଜଣ ରନର୍ସ କମ୍ ସମୟ ନେଇଥିଲେ । ମହିଳାମାନଙ୍କ ମଧ୍ୟରେ ଇଥିଓପିଆର ଜେନଜେବେ ଦିବାବା (୧: ୦୫.୧୮ ସେକେଣ୍ଡ) ଚାମ୍ପିୟନ ହୋଇଛନ୍ତି ।

Related posts

ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା

Odisha Sports Bureau

ଦୁତିଙ୍କୁ ଅକାଳ ପଦନ୍ନୋତି ଦେଲେ ଓଡିଶା ସରକର

Odisha Sports Bureau

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

Odisha Sports Bureau