Cricket

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଏକ୍ସରେ ଧମକ

ନୂଆଦିଲ୍ଲୀ : କ୍ରିକେଟ ମହାକୁମ୍ଭର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଧମକପୂର୍ଣ୍ଣ ଟୁଇଟ ହୋଇଛି | ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଏକ୍ସରେ ଧମକ ହୋଇଛି | ଏକ୍ସରେ ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ଟୁଇଟ୍ | ମୁମ୍ବାଇ ପୋଲିସ ଆକାଉଣ୍ଟକୁ ଟ୍ୟାଗ କରି ସନ୍ଦିଗ୍ଧ ଦେଇଛି ଧମକ | ୱାଙ୍ଖଡେ ଷ୍ଟାଡିୟମରେ ବଡ଼ଧରଣର ଅଘଟଣର ଚେତାବନୀ | ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ ସହ ଫଟୋ ଟ୍ୟାଗ କଲା ସନ୍ଦିଗ୍ଧ | ସନ୍ଦିଗ୍ଧର ଧମକପୂର୍ଣ୍ଣ ମେସେଜ ପରେ ମୁମ୍ବାଇ ଓ୍ଵାଙ୍ଖଡେର ସୁରକ୍ଷା କଡାକଡି କରାଯାଇଛି । ଷ୍ଟାଡିୟମର ଆଖପାଖରେ କଡା ନଜର ରଖାଯାଇଛି ।

 

Related posts

ସାମିଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା

କିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇ

Odisha Sports Bureau

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲ

Odisha Sports Bureau