ମହେନ୍ଦ୍ରଗିରିରେ ସଫଳତାର ସହ ଶେଷ ହେଲା ୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍
ଗଜପତି ଜିଲ୍ଲା ମହେନ୍ଦ୍ରଗିରିସ୍ଥିତ କୋଇନପୁର ଗ୍ରାମରେ ଗତ ଚାରି ଦିନ ଧରି ଚାଲିଥିବା ୨୩ତମ ଜାତୀୟ MTB ସାଇକ୍ଲିଂ ଚାମ୍ପିଅନଶିପ୍-୨୦୨୬ ଆଜି ସଫଳତାର ସହ ଉଦ୍ଯାପିତ ହୋଇଛି। ମହେନ୍ଦ୍ରଗିରିର ଦୁର୍ଗମ ଓ ଚ୍ୟାଲେଞ୍ଜିଂ ପାହାଡ଼ିଆ...
