Cricket

ଆଇପିଏଲ୍ ରୁ ବାଦ ପଡ଼ିଲେ ଷ୍ଟେନ

(ଓଡିଶା ସ୍ପୋର୍ଟ): ୱିନିଂ ଟ୍ରାକକୁ ଫେରାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଡେଲ୍ ଷ୍ଟେନ୍ ଏବେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଯାହା ଆରସିବିକୁ ଚିନ୍ତାରେ ପକାଇଛି । ଷ୍ଟେନ୍ଙ୍କ କାନ୍ଧରେ ଆହତ ଯୋଗୁ ଟିମ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଛି।

ଷ୍ଟେନ ଆରସିବି ପକ୍ଷରୁ ମାତ୍ର ୨ଟି ମ୍ୟାଚ ଖେଳିଥିଲେ। ଏହି ଦୁଇଟି ଯାକ ମ୍ୟାଚରେ ସେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଦଳକୁ ବିଜୟୀ ମଧ୍ୟ କରାଇଥିଲେ। ଏବେ ଆରସିବି ପ୍ଲେ-ଅଫ ଖେଳିବାକୁ ସଂଘର୍ଷ କରୁଥିବା ବେଳେ ଷ୍ଟେନଙ୍କ ବାଦ ପଡ଼ିବା ଦଳକୁ ଜବରଦସ୍ତ ଝଟକା ଦେଇଛି।

Related posts

ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ବଡ ବୟାନ, ଆମେ ବିଶ୍ୱକପ ଖେଳିବାକୁ ଭାରତ ଯିବୁନି

ଏସିଆ କପ୍ ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା

Odisha Sports Bureau

ଟି-୨୦ ବିଶ୍ଵକପ୍ ଖେଳିବନି ବାଂଲାଦେଶ, ରୋକଠକ୍ କରିଦେଲା ମନା

Odisha Sports Bureau