Cricket

ଆଜି କଲିକାତା, ରାଜସ୍ଥାନ ମଧ୍ୟରେ ମୁକାବିଲା

(ଓଡିଶା ସ୍ପୋର୍ଟ): ଆଇପିଏଲ କ୍ରିକେଟ ୨୦୧୯ର ଚଳିତ ସଂସ୍କରଣ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ଆଜି କଲିକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ କଲକାତା ନାଇଟ ରାଇଡରସ୍ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ୪୩ତମ ମୁକାବିଲା ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା କଲକାତା ନାଇଟ ରାଇଡରସ୍ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ୬ଟି ପରାଜୟ ସହିତ ୮ପଏଣ୍ଟ ପାଇ ପଏଣ୍ଟ ତାଲିକାର ୬ଷ୍ଠ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ରୟାଲସ୍ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ୭ଟି ପରାଜୟ ସହିତ ୬ପଏଣ୍ଟ ପାଇ ପଏଣ୍ଟ ତାଲିକାର ୮ମ ସ୍ଥାନରେ ରହିଛି। ତେବେ ଚେନ୍ନଇ ସୁପର କିଙ୍ଗସ ୧୧ଟି ମ୍ୟାଚ ଖେଳି ୮ଟି ବିଜୟ ୩ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି।

Related posts

ଧୋନିଙ୍କୁ ନେଇ ଇଶାନଙ୍କ ଖୁଲାସା

ଦ୍ୱିତୀୟ ଟି-୨୦ରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ କଡା ଟକ୍କର

Odisha Sports Bureau

ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

Odisha Sports Bureau