Cricket

ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ

(ଓଡିଶା ସ୍ପୋର୍ଟ): ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ମହାକୁମ୍ଭ ଆରମ୍ଭ ହୋଇଯାଇଛି । ୫୧ଦିନ ଧରି ଚାଲିବାକୁ ଥିବା ଖେଳର ପ୍ରଥମ ଦିନରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଆଜି ଆଇପିଏଲର ଦ୍ୱିତୀୟ ଦିନରେ ଖେଳାଯିବ ଦୁଇଟି ମ୍ୟାଚ୍ । ମ୍ୟାଚ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଆସିବେ ଦୁଇ ଦୁଇ ଟି ଦଳ । ପ୍ରଥମ ମ୍ୟାଚ୍ ଅପରାହ୍ଣ ୪ଟାରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏବଂ ରାତି ୮ଟାରେ ମୁମ୍ବାଇରେ ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ।

Related posts

‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

Odisha Sports Bureau

ସିଡ଼ନୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

Odisha Sports Bureau

ଆସନ୍ତାକାଲି ଜିତିଲେ ପାକ୍ ରେକର୍ଡର ସମକକ୍ଷ ହେବ ଟିମ୍‌ ଇଣ୍ଡିଆ

Odisha Sports Bureau