Tennis

ଏଟିପି ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟର କ୍ୱାଟର ଫାଇନାଲରେ ସୁମିତ

(ଓଡିଶାସ୍ପୋର୍ଟସ ):  ଭାରତୀୟ ଟେନିସ୍ ତାରକା ସୁମିତ୍ ନାଗଲ ବାଜ୍ନା ଲୁକାରେ ହେଉଥିବା ଏଟିପି ଚ୍ୟାଲେଞ୍ଜର ଟେନିସ ଟୁର୍ଣ୍ଣମେଣ୍ଟର କ୍ୱାଟରଫାଇନାଲରେ ପହଞ୍ଚି ଯାଇଛନ୍ତି । ସୁମିତ୍ କ୍ରୋଏସିଆର ମାତିଜା ପେକୋନିଜ୍ ଙ୍କୁ ୬-୧, ୬-୧ ସେଟରେ ସଧାସଳଖ ପରାସ୍ତ କରିଛନ୍ତି । ସେ ଏହା ପୁର୍ବରୁ ରୁଷର ଇୱାନ ନେଦେଲ୍କୋଙ୍କୁ ୬-୩, ୭-୬(୩)ସେଟରେ ପରାସ୍ତ କରିଛନ୍ତି । ସୁମିତଙ୍କ ପରବର୍ତ୍ତି ମୁକାବିଲା ଚତୁର୍ଥ ସ୍ଥାନରେ ଥିବା ଆର୍ଜେଣ୍ଟିନାର ଫେଦେରିକୋ କୋରିୟାଙ୍କ ସହିତ ହେବ ।

Related posts

ଟେନିସ୍ ମ୍ୟାଚରେ ବେଟିଙ୍ଗ୍: ୟୁକ୍ରେନ ଖେଳାଳି ଷ୍ଟାନିସ୍ଲାଭ ପପ୍ଲାଭସ୍କିଙ୍କୁ ନିଷେଧ

Odisha Sports Bureau

କ୍ୟାରିୟରର ୧୫୦୦ ତମ ମ୍ୟାଚ ଖେଳିଲେ ଏହି ଖେଳାଳି

Odisha Sports Bureau

ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଏବଂ ତାଙ୍କ ପତ୍ନୀ କୋରୋନା ସଂକ୍ରମିତ