Tennis

ଏସିଆର ଶିର୍ଷ ର୍ୟାଙ୍କିଙ୍ଗ୍୍ ଯୁଗୋଳ ଖେଳାଳୀ ହେଲେ ଦିଭିଜ୍ ଶରଣ

(ଓଡିଶା ସ୍ପୋର୍ଟ): ଭାରତର ଟେନିସ ଖେଳାଳୀ ଦିଭିଜ ସରଣ ଏଟିପିି ଯୁଗେ।।ଳ ରାଙ୍କିଙ୍ଗ୍ ସୂଚୀରେ ଏସିଆର ନଂ୧ ଖେଳାଳୀ ହୋଇଯାଇଛନ୍ତି । ବର୍ତ୍ତମାନ ଆସିଥିବା ରେକର୍ଡରେ ତାଙ୍କୁ ତିନୋଟି କ୍ଷେତ୍ରରେ ଫାଇଦା ହୋଇଛି ଏବଂ ସେ ୪୨ତମ ନଂ ରେ ପହଞ୍ଚିଯାଇଛନ୍ତି । ତାଙ୍କ ଉପରେ ଥିବା ସମସ୍ତ ୪୧ ଖେଳାଳୀ ଯଥା ୟୁରୋପ, ଆମେରିକା ଏବଂ କିଛି ଦକ୍ଷିଣ ଆମେରିକା ଦେଶ ଯେପରି ବ୍ରାଜିଲ ଏବଂ ଆର୍ଜେଣ୍ଟିନାର ଅଟନ୍ତି । ଏହି ବର୍ଷ ଖେଳା ଯାଇଥିବା ୨୮ ଟୁର୍ଣ୍ଣାମେଣ୍ଟରେ ଦିବିଜ ରୋହନ ବୋପନ୍ନାଙ୍କ ସହିତ ୧୦ ଅଲଗା ଅଲଗା ଯୋଡିଦାରଙ୍କ ସହିତ ଯୋଡି ବନାଇଛନ୍ତି ଏବଂ ତାଙ୍କୁ ବ୍ରାଜିଲର ମାସେଲୋ ଡେମୋଲିନରଙ୍କ ସହିତ ୬ଟି ପରିଣାମ ମିଳିଥିଲା ଯାହାଙ୍କ ସହିତ ସେ ମ୍ୟୁନିଖରେ ବିଏମ୍ଡବ୍ଲୁ ଓପନର ଫାଇନାଲ ପର୍ଯ୍ୟନ୍ତି ମଧ୍ୟ ପହଞ୍ଚିଥିଲେ । ସେ ସ୍ଲୋଭାକିୟାର ଇଗୋର ଜେଲେନେଙ୍କ ସହିତ ମିଶି ସେଣ୍ଟ ପିଟର୍ସବର୍ଗ ଓପନରେ ବିଜୟ ହାସଲ କରିଥିଲେ ।

Related posts

ସେମଫାଇନାଲ୍‌ରେ ଭାରତର ଶିବତେଜ ଶିର୍ଫୁଲେ ଏବଂ ମାୟା ରାଜେଶ୍ବରନ ରେବତୀ ପ୍ରବେଶ କରିଛନ୍ତି

Odisha Sports Bureau

ଦ୍ୱିତୀୟଥର ପାଇଁ ଅଷ୍ଟ୍ରେଲିଆ ଓପନର ଟାଇଟଲ୍ ଜିତିଲେ କ୍ରିଷ୍ଟିନା-ଟିମିୟାଙ୍କ ଯୋଡି

Odisha Sports Bureau

ଆଲକାରାଜ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି କଲେ ରେକର୍ଡ