Cricket

ଖୁବ ଶୀଘ୍ର ଓସିଏ ନିର୍ବାଚନ

(ଓଡିଶାସ୍ପୋର୍ଟସ ): ଓଡ଼ିଶା କିକ୍ରେଟ ଆସୋସିଏସନ ବା ଓସିଏ ନିର୍ବାଚନ ଅକ୍ଟୋବର ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି ।
ସୂଚନାଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ସମସ୍ତ ରାଜ୍ୟରେ ଥିବା କ୍ରିକେଟ ଆସୋସିଏନକୁ ଭଙ୍ଗ କରାଯାଇଥିଲା । ଏପରିକି ବୟସ ଅଧିକ ଥିବା ବ୍ୟକ୍ତିଙ୍କୁ ସଭାପତି ପଦରୁ ବାହାର କରାଯାଇଥିଲା ।

Related posts

ନ୍ୟୁଜିଲ୍ୟାଣ୍ଡରେ ପୁରୁଷ ଦଳ ଭଳି ଭାରତୀୟ ମହିଳା ଦଳର ଶୋଚନୀୟ ପରାସ୍ତ

Odisha Sports Bureau

ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

Odisha Sports Bureau

ରିଙ୍କୁ ସିଂହ ଲଗାତାର ୫ଟି ବଲରେ ଛକ୍କା ମାରି ନୂଆ ରେକର୍ଡ

Odisha Sports Bureau