More Sports

ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଦୂତୀଙ୍କୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ ): ଲଖନଉରେ ଚାଲିଥିବା ୫୯ ତମ ଇଣ୍ଟରଷ୍ଟେଟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ବର୍ଣ୍ଣ ଜିତିଛନ୍ତି ଓଡ଼ିଆ ଧାବିକା ଦୁତି ଚାନ୍ଦ।୧୦୦ ମିଟର ପ୍ରତିଯୋଗିତାରେ ଦୂତି ଏହି ସଫଳତା ପାଇଥିବାବେଳେ ମାତ୍ର ୧୧.୩୮ ସେକେଣ୍ଡରେ ଦୁତି ଏହାକୁ ସଫଳ ଭାବେ ପୂରଣ କରିପାରିଥିଲେ ।

ଏହି ପ୍ରତିଯୋଗିତାରେ ତାମିଲନାଡୁର ଅର୍ଚନା ସେସେନ ୧୧.୫୦ ସେକେଣ୍ଡରେ ଦୂରତା ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୬୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରିପାରିଥିଲେ।

Related posts

ରାଜ୍ୟଗୋଷ୍ଠୀ ହକି ଦଳରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ ଅମିତ

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଦୀପିକା

ଏମିଲିଆ ରୋମାଗନା ଗ୍ରାଣ୍ଡ୍ ପ୍ରିକ୍ସ ଜିତିଲେ ହାମିଲଟନ୍

Odisha Sports Bureau