More Sports

ଖେଳ ରତ୍ନ ପାଇଁ ମନୋନିତ ହୋଇଥିବା ସର୍ବକନିଷ୍ଠ ପ୍ରତିଯୋଗୀ ହିମା ଦାସ

(ଓଡିଶା ସ୍ପୋର୍ଟସ): ଭାରତର ଯୁବ ଆଥଲେଟ୍ ହିମା ଦାସଙ୍କୁ ଆସାମ ସରକାର ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଆସାମ କ୍ରୀଡ଼ା ସଚିବ ଦୁଲାଲ ଚନ୍ଦ୍ର ଦାସ ଏହି ଫରାଟା ରନର୍ସ ପାଇଁ ଜୁନ୍ କ୍ଟ୫ ତାରିଖ ଦିନ କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିଶ ପତ୍ର ପଠାଇଥିଲେ।

୨୦୧୮ ରେ ଚମତ୍କାର ପ୍ରଦର୍ଶନ କରିଥିବା ହିମା ଆସାମର ଧିଙ୍ଗ ଗାଁର। ଦାସଙ୍କୁ ମାତ୍ର ୨୦ ବର୍ଷ, ସେ ଚଳିତ ବର୍ଷ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବା ସର୍ବ କନିଷ୍ଠ ଖେଳାଳି ଜ୍ଝ ୨୦୧୮ ରେ ଫିନଲ୍ୟାଣ୍ଡରେ ଚାଲିଥିବା ଅଣ୍ଡର -୨୦ ବିଶ୍ୱ ଚାମ୍ପିଅନସିପରେ ବିଶ୍ୱ ଟାଇଟଲ୍ ଜିତିଥିବା ଭାରତର ପ୍ରଥମ ଟ୍ରାକ୍ ଆଥଲେଟ୍ ହିମା ଦେଶକୁ ଅନେକ ଥର ଗର୍ବିତ କରିଥିଲେ।

Related posts

ଓଡ଼ିଆ ଝିଅ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ସୌରଭ ଘୋଷାଲଙ୍କ ବିଶ୍ୱ ରେକର୍ଡ଼

ଜାତୀୟ ଟେବୁଲ୍ ଟେନିସ୍ ଶରତ କମଲ ଓ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍

Odisha Sports Bureau