Cricket

ଚେନ୍ନାଇ ସହ ଲଢ଼େଇ କରିବ କୋଲକାତା

(ଓଡିଶା ସ୍ପୋର୍ଟ): ଆଇପିଏଲରେ୨୩ତମ ମ୍ୟାଚ୍ ଖେଳାଯିବ ।୨୦୧୯ର ଦ୍ୱାଦଶ ସଂସ୍ମରଣରେ ପ୍ରଥମ ଥର ପାଇ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ୍ରାଇଡର୍ସ।ବର୍ତ୍ତମାନ ଉଭୟ ଦଳ ପଏଣ୍ଟ ଟେବୁଲରେ ସମାନ ୮ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି।ତେବେ ରନ୍ ହାରରେ ଆଗୁଆ ନାଇଟ୍ ରାଇଡର୍ସ ଏକ ନମ୍ବରରେ ଏବଂ ଚେନ୍ନାଇ ଦ୍ୱିତୀୟରେ ରହିଛି।

ଆଜି ଚେନ୍ନାଇରେ ଦୁଇଦଳ ଭିତରେ ଲଢ଼େଇ ହେବ। ଉଭୟ ଦଳ ଏପର୍ୟ୍ୟନ୍ତ ୫ଟି ଲେଖାଏଁ ମ୍ୟାଚ୍ ଖେଳି ୪ଟିରେ ବିଜୟ ଓ ଗୋଟିକରେ ପରାଜୟ ଲାଭ କରିଛନ୍ତି। ଆଜିର ମ୍ୟାଚ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚରହେବ । ଉଭୟ ଦଳ ଶୀର୍ଷସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବେ । ଗତକାଲି ନିଜର ଷଷ୍ଠ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତି କିଙ୍ଗ ପଞ୍ଜାବଏକାଦଶ ମଧ୍ୟ ସମାନ ୮ ପଏଣ୍ଟ ଲାଭ କରି ତାଲିକାର ତୃତୀୟ ସ୍ଥାନରେ ରହିଛି।

Related posts

ଏସିଆନ୍ ଗେମ୍ସ ୨୦୨୩: ଏସିଆନ୍ ଗେମ୍ସ ପାଇଁ ଭାରତର ପୁରୁଷ ଏବଂ ମହିଳା ଦଳର ଜର୍ସି ପ୍ରକାଶ; ଦେଖନ୍ତୁ ପ୍ରଥମ ଲୁକ୍

Odisha Sports Bureau

ପର୍ଥ ଟେଷ୍ଟ: ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି

Odisha Sports Bureau

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

Odisha Sports Bureau