More Sports

ଦବାଙ୍ଗ ଦିଲ୍ଲୀ ୩୮-୩୫ରେ ପରାସ୍ତ କଲା ପାଟନା ପାଇରେଟର୍ସକୁ

(ଓଡିଶା ସ୍ପୋର୍ଟ): ଦବାଙ୍ଗ ଦିଲ୍ଲୀ କବାଡ୍ଡି ଲିଗ୍ ହୋମ୍ ଫେଜର ଶେଷ ଚରଣ ଅଜୟ ରହି ଚତୁର୍ଥ ବିଜୟ ହାସଲ କରିଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ପାଟନା ପାଇରେଟର୍ସର ରୋମାଞ୍ଚକର ମୁକାବିଲାରେ ୩୮-୩୫ରେ ପରାସ୍ତ କରି ୧୧ଟି ମ୍ୟାଚରେ ୯ମ ବିଜୟ ହାସଲ କରିଛି । ଦିଲ୍ଲୀ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ମୁକାବିଲା ହରାଇଛି, ଯେତେବେଳେ କି ଗୋଟିଏ ମ୍ୟାଚ୍ ‘ଡ୍ର’ ରହିଥିଲା । ଦିଲ୍ଲୀ ୪୯ ଅଙ୍କ ସହିତ ଶୀର୍ଷ ସ୍ଥାନରେ ରହିଛି । ବଙ୍ଗଲା ୱାରିୟର୍ସ ୩୯ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ସେ ଦିଲ୍ଲୀଠାରୁ ୧୦ଟି ଅଙ୍କରେ ପଛୁଆ ରହିଛି । ଦ୍ୱିତୀୟ ମ୍ୟାଚ୍ରେ ପୁନେରି ପଟଲନ୍ ତେଲୁଗୁ ଟାଇଣ୍ଟସ୍କୁ ୩୪-୨୭ରେ ପରାସ୍ତ କରିଛି ।

Related posts

ଅଲମ୍ପିକ୍ ଆସୋସିଏସନ୍ ବିଶାଖାପାଟଣା ତରଫରୁ ବିଷମ କଟକ ଝିଅ ବି.ଭିନିଲାଙ୍କୁ ସମ୍ବର୍ଦ୍ଧନା

Odisha Sports Bureau

ଭାରତୀୟ ଟିମର ଚୟନ ନୂଆ କମିଟି କରିବ: ସୌରଭ ଗାଙ୍ଗୁଲି

କୁଡୋ କ୍ରୀଡା ରେ ଇତିହାସ ରଚିଲା ଓଡିଶା

Odisha Sports Bureau

Leave a Comment