More Sports

ପ୍ରାଗନନନ୍ଦାଙ୍କ ବିଜୟ ଅଭିଯାନ ଶେଷ

(ଓଡିଶା ସ୍ପୋର୍ଟସ): ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରାଗନନନ୍ଦାଙ୍କ ୧୮ତମ ଜିବ୍ରାଲ୍ଟର ଚେସ୍ ମହେତ୍ସୋବରେ ପାଞ୍ଚଟି ବାଜିରେ ଚାଲି ଆସୁଥିବା ବିଜୟ ଅଭିଯାନ ଚୀନର ୱାଙ୍ଗ୍ ହାଓଙ୍କ ଠାରୁ ସପ୍ତମ ପର୍ଯ୍ୟାୟରେ ମିଳିଥିବା ପରାଜୟ ସହିତ ଅଟକି ଯାଇଛି । ହମବତନ ପିଭି ନନ୍ଦୀତାଙ୍କ ଠାରୁ ପ୍ରଥମ ବାଜି ହରାଇବା ପରେ ଲଗାତର ପାଞ୍ଚଟି ବାଜି ଜିତିଥିବା ୧୪ ବର୍ଷିୟ ପ୍ରାଗନନନ୍ଦା ହାଓଙ୍କର ମଧ୍ୟ ଟକ୍କରକୁ ସାମ୍ନା କରିଥିଲେ, କିନ୍ତୁ ଶେଷରେ ତାଙ୍କୁ ୫୬ ଚାଲ୍ ପର୍ଯ୍ୟନ୍ତ ଚାଲିଥିବା ବାଜିରେ ପରାଜୟର ସାମ୍ନା କରିବାକୁ ପଡିଛି । ଚୀନି ଗ୍ରାଣ୍ଡମାଷ୍ଟର ଏହି ବିଜୟରେ ଋଷର ଆନ୍ଦ୍ରେ ଏଶ୍ପିପେଙ୍କୋ ଏବଂ ଡେବିଟ୍ ପରାୱାନା ତଥା ଇରାନର ପ୍ରଥମ ମାଗସୁଦଲୁଙ୍କ ସହିତ ଯୁଗୋଳରେ ଆଗୁଆରେ ରହିଥିଲେ । ଏହି ସମସ୍ତ୍ଙ୍କର ୬-୬ଟି ଅଙ୍କ ଅଟେ । ଭାରତର କେ ଶସିକିରଣଙ୍କୁ ପରାସ୍ତ କରିଥିବା ଋଷର ଦାନିଲ୍ ୟୁଫା ଏବଂ ତାଙ୍କ ସାଥି ମେଲେ କୋବାଲିଆଙ୍କ ୫.୫ଅଙ୍କ ଅଟେ । ଦ୍ୱିତୀୟ ସ୍ଥାନରେ ଥିବା ମେକ୍ସିକୋ ୱାଚିୟର ଲାଗ୍ରେବ, ପୂର୍ବ ବିଶ୍ୱ ଚମ୍ପିଆନ ୱେସଲିନ୍ ଟୋପାଲୋଭ୍, ଭାରତର ବି ଅଧିବାନ, କାର୍ତ୍ତୀକେୟନ ମୁରଲି, ଆର୍ଯ୍ୟାନ ଚୋପଡା, ଏସଏସ୍ ନାରାୟଣନ୍, ପ୍ରାଗନନନ୍ଦା ଏବଂ ଡି ଗୁକେଶଙ୍କମ୍ମ୍ର ଆସେ । ଏହି ସମସ୍ତଙ୍କର ପାଞ୍ଚଟି ଲେଖାଏଁ ଅଙ୍କ ହୋଇଛି ।

Related posts

ମମତାଙ୍କୁ ଝଟକା: କ୍ରୀଡା ରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା

Odisha Sports Bureau

ଟେନିସକୁ ବାଏ କହିଲେ ଶାରାପୋଭା

Odisha Sports Bureau

ବିଶ୍ୱ ଜିମ୍ନାନଷ୍ଟିକ୍ ଚମ୍ପିଆନସିପରେ ଭାରତର ଖରାପ ପ୍ରଦର୍ଶନ

Odisha Sports Bureau