More Sports

ଦୂତୀଙ୍କ ପାଇଁ ଏସୀୟ ଟିକେଟ

(ଓଡିଶା ସ୍ପୋର୍ଟ): ଓଡ଼ିଆ ତାରକା ଦୂତି ଚାନ୍ଦଙ୍କ ସହଯୋଗରେ ଭାରତୀୟ ୪ ଗୁଣା ୧୦୦ ମିଟର ମହିଳା ରିଲେ ଦଳ କାତାରର ଦୋହାରେ ଆୟୋଜିତ ହେବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିନେଇଛି। ରାଜସ୍ଥାନର ହୀନା, ତାମିଲନାଡୁର ଅର୍ଚନା ଶଶିନ୍ଦ୍ରନ୍, କେରଳର କେ ରଙ୍ଗା ଓ ଦୂତିଙ୍କୁ ନେଇ ଗଠିତ ଭାରତୀୟ ଦଳ ୪୪.୧୨ ସେକେଣ୍ଡ ସମୟ ନେଇଥିଲେ। ଯାହା ଏସୀୟ ଯୋଗ୍ୟତା ସମୟ ୪୪.୫୦ ସେକେଣ୍ଡଠାରୁ ଢେର ଭଲ ଥିଲା। ହୀନା, ଶଶି ଓ ରଙ୍ଗା ପ୍ରଥମେ ଦୌଡ଼ିବା ପରେ ଦୂତି ଚତୁର୍ଥ ସ୍ଥାନରେ ଦୌଡ଼ି ଭାରତୀୟ ଦଳକୁ ଏସୀୟ ଟିକେଟ ପ୍ରଦାନ କରିଥିଲେ।

Related posts

ଆଜିଠାରୁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା

Odisha Sports Bureau

୬୬ ତମ ରାଜ୍ୟ ଆଥଲେଟିକ ମିଟ ଉଦଘାଟିତ

Odisha Sports Bureau

କଟକରେ ହେବ ବିଗ୍‌ ବାଉଟ୍‌ ଇଣ୍ଡିଆନ ବକ୍ସିଂ ଲିଗ୍‌

Odisha Sports Bureau