Cricket

ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ୪୦୦୦ ରନ ପୂରଣ କଲେ: ଗେଲ

(ଓଡିଶା ସ୍ପୋର୍ଟ): ଆଇପିଏଲରେ ୪୦୦୦ ରନ ପୂରଣ କରି ଇତିହାସ ରଚିଛନ୍ତି କ୍ରିସ୍ଗେଲ। ଏହା ସହିତ କ୍ରିସ୍ଗେଲ ଦ୍ୱିତୀୟ ବିଦେଶୀ କ୍ରିକେଟର ଭାବେ ଆଇପିଏଲ୍ରେ ଏହି ରେକର୍ଡ଼ କରିଛନ୍ତି । କିଙ୍ଗ୍ସ ଇଲେଭେନ ପଞ୍ଜାବର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କ୍ରିସ୍ଗେଲ ସୋମବାର ଦିନ ରାଜସ୍ଥାନର ୟାଲ୍ବି ପକ୍ଷରେ ୪୭ଟି ବଲରୁ ୭୯ ରନ କରିଥିଲେ।

ଏହା ସହିତ କ୍ରିସ ଗେଲ ସବୁଠାରୁ ଶୀଘ୍ର ୪୦୦୦ ରନ ପୂରଣ କରିବାରେ ଆଇପିଏଲ୍ରେ ପ୍ରଥମ ବ୍ୟାଟ୍ସମ୍ୟାନ ହେଇଯାଇଛନ୍ତି।ଗେଲ୍ ଏହି ରେକର୍ଡ ୧୧୨ଟି ଇନିଂସରେ ହାସଲ କରିଛନ୍ତି। ଏହା ପୂର୍ବରୁ ଡେଭିଡ୍ୱାର୍ଣ୍ଣର ୧୧୪ଟି ଇନିଂସରୁ ୪୦୦୦ ରନ ପୂରଣ କରିଥିଲେ।ରାଜସ୍ଥାନ ରୟାଲ ବିପକ୍ଷରେ ବିସ୍ଫୋରକ ଭାବେ ୪୭ ଟି ବଲରୁ ୭୯ ରନ କରିଥିଲେ, ଯେଉଁଥିରେ ୮ ଟି ଚୌକା ଓ ୪ଟି ଛକାସାମିଲ ଥିଲା।

Related posts

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା

ଏଥର ବିଶ୍ବକପ୍ ରେ ଡିଜନି ପ୍ଲସ ହଟଷ୍ଟାର ଆପ୍ ରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା

Odisha Sports Bureau

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

Odisha Sports Bureau