Uncategorized

ନାନନଙ୍କ ଜୟନ୍ତୀ ଅବସରରେ କୋହଲିଙ୍କ ଶୁଭେଚ୍ଛା

(ଓଡ଼ିଶା ସ୍ପୋର୍ସ): ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ । ସାରା ଦେଶରେ ବେଶ ଧୂମ୍ଧାମ୍ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା ଏବଂ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନିଜ ଫେସ୍ବୁକରେ ଏକ ଭିଡିଓ ଶେୟାର କରି କୋହଲି କହିଛନ୍ତି, ଗୁରୁପର୍ବ ଅବସରରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଗୁରୁ ଦେବଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହିଥାଉ। ସମସ୍ତେ ଖୁସି ଏବଂ ଶାନ୍ତିରେ ରୁହନ୍ତୁ ବୋଲି ସେ କାମନା କରିଛନ୍ତି।

Related posts

Olympics 2024: ରୌପ୍ୟ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ

Odisha Sports Bureau

ଅବସର ନେବା ପରେ ଅଶ୍ୱିନୀଙ୍କୁ କିଏ କରିଥିଲେ କଲ

Odisha Sports Bureau