Cricket

ନ୍ୟୁଜିଲାଣ୍ଡ ସିରିଜରେ ଖେଳିବେ ପାଣ୍ଡ୍ୟା

(ଓଡିଶା ସ୍ପୋର୍ଟ): ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି । ବିସିସିଆଇ ପକ୍ଷରୁ ତାଙ୍କ ଉପରୁ ବାସନ୍ଦ ଉଠାଇ ଦିଆଯାଇଛି। ଏଣୁ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ର ବଳକା ଦୁଇଟି ମ୍ୟାଚଲାଗି ଭାରତୀୟ ଦଳରେ ଚୟନ କରାଯାଇଛି। ତେବେ ୨୬ ତାରିଖରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ଲାଗି ଉପଲବ୍ଧ ରହିବେ ନାହିଁ। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କୁ ଭାରତ ଏ’ ଦଳରେ ସାମିଲ କରାଯାଇଛି। ସେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଅନ୍ତିମ ୫ ଦିନିକିଆ ଖେଳିବେ। ଉଲ୍ଲେଖଥାଉ କି, ଏକ ଚ୍ୟାଟ ଶୋ’ରେ ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଉଭୟ ଖେଳାଳିଙ୍କୁ ଗତ ୧୧ ତାରିଖରୁ ବାସନ୍ଦ କରାଯାଇଥିଲା।

Related posts

ଆଇପିଏଲ୍ ୨୦୨୭ ପାଇଁ ଜାହିର ଖାନ ସିଏସକେ ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ

Odisha Sports Bureau

ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲରେ ପ୍ରବେଶ : ଝାଡ଼ଖଣ୍ଡ ୧୦୦୮ ରନରେ ଆଗୁଆ

Odisha Sports Bureau

ଏସିଆରେ ପୁଣି ଭାରତର ଦବଦବା: ମହିଳା ‘ଏ’ ଦଳର ଏସିଆ କପ୍ ବିଜୟ

Odisha Sports Bureau